‘କେସ ପଛେ ଖାଇବୁ, ନିଶ୍ଚିତ ଗଣେଶ ପୂଜା କରିବୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଓ ଭୁବନେଶ୍ୱରରେ ଗଣେଶ ପୂଜା ବାରଣକୁ କରିଥିଲା କମିଶନରେଟ ପୁଲିସ। ମଣ୍ଡପରେ ଗଣେଶ ପୂଜା ମନାକୁ ବିରୋଧ କଲା ଜଟଣୀ ବ୍ୟବସାୟୀ ସଂଘ। ଏଥର ଗଣେଶ ପୂଜା ନିଶ୍ଚିତ କରିବୁ ବୋଲି ରୋକଠୋକ ଶୁଣାଇଦେଲା ସଂଘ। କେସ ପଛେ ଖାଇବୁ, ବିଧି ରକ୍ଷା ପାଇଁ ସରକାରଙ୍କ ଗାଇଡ୍‌ଲାଇନ୍‌ ମାନି ନିଶ୍ଚିତ ପୂଜା କରିବୁ ବୋଲି କହିଲେ ଜଟଣୀ ବ୍ୟବସାୟୀ ସଂଘ ସଭାପତି ସୁଦର୍ଶନ ସୁନ୍ଦରରାୟ। ଜଟଣୀ ଗଣେଶ ପୂଜା ହେଉଛି ଓଡ଼ିଶା […]

ganesh1

ganesh1

Manoranjan Sial
  • Published: Friday, 14 August 2020
  • Updated: 14 August 2020, 04:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଓ ଭୁବନେଶ୍ୱରରେ ଗଣେଶ ପୂଜା ବାରଣକୁ କରିଥିଲା କମିଶନରେଟ ପୁଲିସ। ମଣ୍ଡପରେ ଗଣେଶ ପୂଜା ମନାକୁ ବିରୋଧ କଲା ଜଟଣୀ ବ୍ୟବସାୟୀ ସଂଘ। ଏଥର ଗଣେଶ ପୂଜା ନିଶ୍ଚିତ କରିବୁ ବୋଲି ରୋକଠୋକ ଶୁଣାଇଦେଲା ସଂଘ। କେସ ପଛେ ଖାଇବୁ, ବିଧି ରକ୍ଷା ପାଇଁ ସରକାରଙ୍କ ଗାଇଡ୍‌ଲାଇନ୍‌ ମାନି ନିଶ୍ଚିତ ପୂଜା କରିବୁ ବୋଲି କହିଲେ ଜଟଣୀ ବ୍ୟବସାୟୀ ସଂଘ ସଭାପତି ସୁଦର୍ଶନ ସୁନ୍ଦରରାୟ।

ଜଟଣୀ ଗଣେଶ ପୂଜା ହେଉଛି ଓଡ଼ିଶା ପ୍ରସିଦ୍ଧ। ଏଠାରେ ମହାଆଡମ୍ୱରେ ୧୨ ଦିନ ଧରି ଗଣେଶ ପୂଜା ପାଳିତ ହୋଇଥାଏ। ପ୍ରତିଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ। ଯେଉଁଥିପାଇଁ ଦୂରଦୂରାନ୍ତୁ ଆସୁଥିବା ଲୋକମାନେ ବିଭିନ୍ନ ମଣ୍ଡପ ପାଖରେ ଭିଡ଼ ଜମାଇଥାନ୍ତି। ତେବେ ଚଳିତବର୍ଷ କୋଭିଡ୍‌ କଟକଣା ପାଇଁ ଜଟଣୀରେ ଗଣେଶ କରିବାକୁ ବାରଣ କରିଛି କମିଶନରେଟ ପୁଲିସ। ଯାହାକୁ ବିରୋଧ କରିଛି ଜଟଣୀ ବ୍ୟବସାୟୀ ସଂଘ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos