ଏଣିକି ଟ୍ରାଫିକ୍ ପୋଷ୍ଟରେ ରହିବ ଫାଷ୍ଟ ଏଡ୍ ବକ୍ସ

କଟକ (ଓଡ଼ିଶା ରିପୋର୍ଟର): ଏଣିକି କଟକ ସହରର ସମସ୍ତ ଟ୍ରାଫିକ ପୋଷ୍ଟରେ ରହିବ ଫାଷ୍ଟ ଏଡ ବାକ୍ସ। ଆଜି ଶିଖରପୁର ଠାରେ ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର ଏହାର ଉଦଘାଟନ କରିଛନ୍ତି। ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଓଡ଼ିଶା ଓ ସିଫା ହସ୍ପିଟାଲର ମିଳିତ ସହଯୋଗରେ ମୋଟ ୫୦ଟି ଟ୍ରାଫିକ ପୋଷ୍ଟରେ ଏହି ବକ୍ସ ଲଗାଯିବ। ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯିବା ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଛି। ଯଦି ରାସ୍ତାରେ […]

ctc

ctc

Ranjit Kumar Jena
  • Published: Thursday, 10 December 2020
  • Updated: 10 December 2020, 03:31 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଏଣିକି କଟକ ସହରର ସମସ୍ତ ଟ୍ରାଫିକ ପୋଷ୍ଟରେ ରହିବ ଫାଷ୍ଟ ଏଡ ବାକ୍ସ। ଆଜି ଶିଖରପୁର ଠାରେ ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର ଏହାର ଉଦଘାଟନ କରିଛନ୍ତି। ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଓଡ଼ିଶା ଓ ସିଫା ହସ୍ପିଟାଲର ମିଳିତ ସହଯୋଗରେ ମୋଟ ୫୦ଟି ଟ୍ରାଫିକ ପୋଷ୍ଟରେ ଏହି ବକ୍ସ ଲଗାଯିବ।

ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯିବା ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଛି। ଯଦି ରାସ୍ତାରେ କୌଣସି ଦୁର୍ଘଟଣା ଘଟୁଛି। ତା'ହେଲେ ଦୁର୍ଘଟଣାଗ୍ରସ୍ତଙ୍କୁ ବଞ୍ଚାଇବା ପାଇଁ ତୁରନ୍ତ ହସ୍ପିଟାଲ ନେଇଥିବା ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ଇନସେଣ୍ଟିଭ୍ ଓ ସାର୍ଟିଫିକେଟ୍ ମିଳିବ। ଏଥିପାଇଁ ମଧ୍ୟ ଟ୍ରାଫିକ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos