ଉପୁଡ଼ିଲା ବିରାଟକାୟ ଗଛ, ଅଳ୍ପକେ ବର୍ତ୍ତିଲେ ଲୋକେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶନିବାର ରାଜଧାନୀ ଭୁବନେଶ୍ୱରର ଏକ ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିଥିଲା। ତେବେ ରାସ୍ତାରେ ଯାଉଥିବା ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଗତକାଲି ସନ୍ଧ୍ୟାରେ ରାଜମହଲ ଛକରୁ ମାଷ୍ଟର୍‌କ୍ୟାଣ୍ଟିନ ଯିବା ରାସ୍ତାର ଅଶୋକ ନଗରଠାରେ ଏକ ବିରାଟକାୟ ଚାକୁଣ୍ଡା ଗଛ ଉପୁଡ଼ି ପଡ଼ିଥିଲା। ଏଥିରେ ଜଣେ ଦୁଇ ଜଣ ଆହତ ହୋଇଥିବା ବେଳେ ଗୋଟିଏ କାର୍ କ୍ଷତିଗ୍ରସ୍ତ ହୋଇଛି। ଗଛ ପଡ଼ିଯିବା ଯୋଗୁଁ ଦୀର୍ଘ ସମୟ ଧରି ସେହି ରାସ୍ତାରେ […]

treees

treees

Jitendra Garnayak
  • Published: Sunday, 23 September 2018
  • Updated: 23 September 2018, 04:29 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶନିବାର ରାଜଧାନୀ ଭୁବନେଶ୍ୱରର ଏକ ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିଥିଲା। ତେବେ ରାସ୍ତାରେ ଯାଉଥିବା ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଗତକାଲି ସନ୍ଧ୍ୟାରେ ରାଜମହଲ ଛକରୁ ମାଷ୍ଟର୍‌କ୍ୟାଣ୍ଟିନ ଯିବା ରାସ୍ତାର ଅଶୋକ ନଗରଠାରେ ଏକ ବିରାଟକାୟ ଚାକୁଣ୍ଡା ଗଛ ଉପୁଡ଼ି ପଡ଼ିଥିଲା। ଏଥିରେ ଜଣେ ଦୁଇ ଜଣ ଆହତ ହୋଇଥିବା ବେଳେ ଗୋଟିଏ କାର୍ କ୍ଷତିଗ୍ରସ୍ତ ହୋଇଛି।

ଗଛ ପଡ଼ିଯିବା ଯୋଗୁଁ ଦୀର୍ଘ ସମୟ ଧରି ସେହି ରାସ୍ତାରେ ଯାନବାହାନ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଗଛ କାଟି ରାସ୍ତା ଅବରୋଧ ହଟା ଯାଇଥିଲା।

ରାସ୍ତା ଖୋଳା ହେଉଥିବା ଯୋଗୁ ଗଛଟି ଉପୁଡ଼ି ପଡିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos