ଟ୍ରେନରେ କଟି ଶିକ୍ଷକ ମୃତ

ବ୍ରହ୍ମପୁର: ଲେଭଲକ୍ରସିଂ ପାର ହେବା ବେଳେ  ଟ୍ରେନରେ କଟି ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ରମ୍ଭା ଶାବୁଳିଆ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ହରେକୃଷ୍ଣ ସାହୁ। ବନ୍ଦ ଥିବା ରେଳ ଫାଟକ ତଳେ ଗଳି ପାର ହେଉଥିବା ବେଳେ ଏହି ଅଘଟଣ ଘଟିଥିଲା।

accident..

Rakesh Mallick
  • Published: Saturday, 08 April 2017
  • , Updated: 08 April 2017, 12:56 PM IST

Related story