ଭାରସାମ୍ୟ ହରାଇ ରେଳ ଧାରଣା ଉପରକୁ ଚାଲିଗଲା ବସ୍‌, ତା’ପରେ…

<p>ବାରିପଦା(ଓଡ଼ିଶା ରିପୋର୍ଟର): ବାରିପଦାର ବେତନଟୀ ଥାନା ଅନ୍ତର୍ଗତ ବଙ୍ଗଳା ଛକରେ କାଲି ବିଳମ୍ବିତ ରାତିରେ ଏକ ବସ୍&zwnj;କୁ ଧକ୍କା ଦେଇଥିଲା ଟ୍ରେନ୍&zwnj;। ଦୁର୍ଘଟଣାରେ ବସ୍&zwnj;ଟି ଚୂରମାର ହୋଇଯାଇଛି। ତେବେ ଅଳ୍ପକେ ବର୍ତ୍ତିଯାଇଥିଲେ ଡ୍ରାଇଭର। ବସ୍&zwnj;ରେ କେହି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ବସ୍&zwnj;ଟି ଭାରସାମ୍ୟ ହରାଇବାରୁ ବଙ୍ଗଳା ଛକରେ ରେଳଧାରଣା ଉପରକୁ ଚାଲି ଆସିଥିଲା। ଏହି ସମୟରେ ବାଲେଶ୍ୱରରୁ ବାରିପଦା ଯାଉଥିବା ଡିଏମ୍&zwnj;ୟୁ ଟ୍ରେନ୍&zwnj; ବସ୍&zwnj;କୁ ଧକ୍କା ଦେବା ସହ କିଛି ଦୂର ଘୋଷାଡ଼ି ନେଇଥିଲା।</p> <p>ଦୁର୍ଘଟଣା ବେଳେ ବସ୍&zwnj;ରୁ ଡେଇଁ ପଡ଼ିବାରୁ ଅଳ୍ପକେ ଡ୍ରାଇଭର ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ପରେ କିଛି ସମୟ ବାଲେଶ୍ୱର-ବାରିପଦା ଡିଏମ୍&zwnj;ୟୁ ଟ୍ରେନ୍&zwnj; ଅଟକି ରହିଥିଲା।</p>

Ordigital Desk
  • Published: Friday, 02 March 2018
  • Updated: 02 March 2018, 09:14 AM IST

Sports

Latest News

<p>ବାରିପଦା(ଓଡ଼ିଶା ରିପୋର୍ଟର): ବାରିପଦାର ବେତନଟୀ ଥାନା ଅନ୍ତର୍ଗତ ବଙ୍ଗଳା ଛକରେ କାଲି ବିଳମ୍ବିତ ରାତିରେ ଏକ ବସ୍&zwnj;କୁ ଧକ୍କା ଦେଇଥିଲା ଟ୍ରେନ୍&zwnj;। ଦୁର୍ଘଟଣାରେ ବସ୍&zwnj;ଟି ଚୂରମାର ହୋଇଯାଇଛି। ତେବେ ଅଳ୍ପକେ ବର୍ତ୍ତିଯାଇଥିଲେ ଡ୍ରାଇଭର। ବସ୍&zwnj;ରେ କେହି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ବସ୍&zwnj;ଟି ଭାରସାମ୍ୟ ହରାଇବାରୁ ବଙ୍ଗଳା ଛକରେ ରେଳଧାରଣା ଉପରକୁ ଚାଲି ଆସିଥିଲା। ଏହି ସମୟରେ ବାଲେଶ୍ୱରରୁ ବାରିପଦା ଯାଉଥିବା ଡିଏମ୍&zwnj;ୟୁ ଟ୍ରେନ୍&zwnj; ବସ୍&zwnj;କୁ ଧକ୍କା ଦେବା ସହ କିଛି ଦୂର ଘୋଷାଡ଼ି ନେଇଥିଲା।</p><p>ଦୁର୍ଘଟଣା ବେଳେ ବସ୍&zwnj;ରୁ ଡେଇଁ ପଡ଼ିବାରୁ ଅଳ୍ପକେ ଡ୍ରାଇଭର ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ପରେ କିଛି ସମୟ ବାଲେଶ୍ୱର-ବାରିପଦା ଡିଏମ୍&zwnj;ୟୁ ଟ୍ରେନ୍&zwnj; ଅଟକି ରହିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos