ପାୱାର ଫେଲ୍ ହୋଇଯିବାରୁ ଅଧାବାଟରେ ଅଟକିଲା ଟ୍ରେନ୍‌

<p>ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ପାୱାର ଫେଲ୍ ଯୋଗୁଁ ମଝି ରାସ୍ତାରେ ଅଟକିଲା ଟ୍ରେନ। ହଟହଟା ହେଲେ ଯାତ୍ରୀ। ଆଜି ଦିନ ୧୦ଟା ବେଳେ ଢେଙ୍କାନାଳ ଶ୍ୟାମାଚରଣପୁର ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି।</p> <p>ଅମୃତସର-ବିଶାଖାପାଟଣା ଏକ୍ସପ୍ରେସ୍&zwnj; ଟ୍ରେନ ଚାଲୁଥିବା ବେଳେ ହଠାତ୍ ପାୱାର ଫେଲ୍ ହୋଇଯିବାରୁ ଅଟକି ଥିଲା। ପରେ ଅନ୍ୟ ଏକ ଇଞ୍ଜିନ ଯୋଗେ ଟ୍ରେନ୍&zwnj;କୁ ନିଆଯିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।</p>

Ordigital Desk
  • Published: Tuesday, 26 June 2018
  • Updated: 26 June 2018, 01:43 PM IST

Sports

Latest News

<p>ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ପାୱାର ଫେଲ୍ ଯୋଗୁଁ ମଝି ରାସ୍ତାରେ ଅଟକିଲା ଟ୍ରେନ। ହଟହଟା ହେଲେ ଯାତ୍ରୀ। ଆଜି ଦିନ ୧୦ଟା ବେଳେ ଢେଙ୍କାନାଳ ଶ୍ୟାମାଚରଣପୁର ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି।</p><p>ଅମୃତସର-ବିଶାଖାପାଟଣା ଏକ୍ସପ୍ରେସ୍&zwnj; ଟ୍ରେନ ଚାଲୁଥିବା ବେଳେ ହଠାତ୍ ପାୱାର ଫେଲ୍ ହୋଇଯିବାରୁ ଅଟକି ଥିଲା। ପରେ ଅନ୍ୟ ଏକ ଇଞ୍ଜିନ ଯୋଗେ ଟ୍ରେନ୍&zwnj;କୁ ନିଆଯିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos