୧୨ ଘଣ୍ଟିଆ ରେଳରୋକ

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ସମ୍ବଲପୁର ଜିଲ୍ଲା ବାମରାରେ ପୂର୍ବରୁ ଅଟକୁ ଥିବା ରାଜେନ୍ଦ୍ରନଗର-ଦୁର୍ଗ-ସାଉଥବିହାର, ରାଉରକେଲା- ଭୁବନେଶ୍ୱର ଇଣ୍ଟରସିଟି ଓ ହାୱାଡା-ଅହମଦାବାଦ ଏକ୍ସପ୍ରେସ ଟ୍ରେନର ରହଣି ପ୍ରତ୍ୟାହାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ରେଳରୋକ ହେଉଛି। ଏହି ୩ଟି ଏକ୍ସପ୍ରେସ ଟ୍ରେନର ରହଣି ଦାବିରେ ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ରେଳରୋକ କରାଯାଇଛି। ଗତକାଲି ଉପଜିଲ୍ଲାପାଳ, ଏସଡିପିଓ ଓ ରେଲ ବିଭାଗ ଅଧିକାରୀ କ୍ରିୟାନୁଷ୍ଠାନ କମିଟି ସହିତ ଆଲୋଚନା କରିଥିଲେ। କ୍ରିୟାନୁଷ୍ଠାନ କମିଟି ରେଳ ରହଣୀ […]

bamara

bamara

Manoranjan Sial
  • Published: Tuesday, 15 December 2020
  • Updated: 15 December 2020, 07:35 AM IST

Sports

Latest News

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ସମ୍ବଲପୁର ଜିଲ୍ଲା ବାମରାରେ ପୂର୍ବରୁ ଅଟକୁ ଥିବା ରାଜେନ୍ଦ୍ରନଗର-ଦୁର୍ଗ-ସାଉଥବିହାର, ରାଉରକେଲା- ଭୁବନେଶ୍ୱର ଇଣ୍ଟରସିଟି ଓ ହାୱାଡା-ଅହମଦାବାଦ ଏକ୍ସପ୍ରେସ ଟ୍ରେନର ରହଣି ପ୍ରତ୍ୟାହାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ରେଳରୋକ ହେଉଛି। ଏହି ୩ଟି ଏକ୍ସପ୍ରେସ ଟ୍ରେନର ରହଣି ଦାବିରେ ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ରେଳରୋକ କରାଯାଇଛି।

ଗତକାଲି ଉପଜିଲ୍ଲାପାଳ, ଏସଡିପିଓ ଓ ରେଲ ବିଭାଗ ଅଧିକାରୀ କ୍ରିୟାନୁଷ୍ଠାନ କମିଟି ସହିତ ଆଲୋଚନା କରିଥିଲେ। କ୍ରିୟାନୁଷ୍ଠାନ କମିଟି ରେଳ ରହଣୀ ପାଇଁ ଅଡି ବସିଥିଲା। ଯେଉଁଥିପାଇଁ କୌଣସି ନିଷ୍କର୍ସ ବାହାରି ପାରିନଥିଲା। ଆଉ ଆଜି କ୍ରିୟାନୁଷ୍ଠାନ କମିଟି ରେଳ କରିଛି। ଯାହାଫଳରେ ବହୁ ଟ୍ରେନ୍‌ ଅଟକି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos