ଏସ୍‌ଓଜି କମାଣ୍ଡାଣ୍ଟ୍‌ ଆଇପିଏସ୍‌ ଅନିରୁଦ୍ଧ ସିଂହଙ୍କ ବିରୋଧରେ ଥାନାରେ ଏତଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏସ୍‌ଓଜି କମାଣ୍ଡାଣ୍ଟ୍‌ ତଥା ଆଇପିଏସ୍‌ ଅନିରୁଦ୍ଧ ସିଂହଙ୍କ ବିରୋଧରେ ଟ୍ରେନିଂ ଏସ୍‌ଆଇ ବିଶ୍ୱଜିତ୍ ବେହେରା ଅନ୍‌ଲାଇନ୍‌ ଜରିଆରେ ଚନ୍ଦକା ଥାନାରେ ଏତଲା ଦେଇଛନ୍ତି। ଏହାସହ ସେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। ଗତକାଲି ଅନିରୁଦ୍ଧଙ୍କ ବିରୋଧରେ ଚନ୍ଦକା ଥାନାରେ ଅଭିଯୋଗ କରିବା ପାଇଁ ସେ ଯିବାକୁ ଚାହୁଁଥିଲେ ମଧ୍ୟ ଟ୍ରେନିଂ କ୍ୟାମ୍ପ୍‌ ବାହାରକୁ ତାଙ୍କୁ ଛଡ଼ା ଯାଇ ନଥିଲା ବୋଲି ବିଶ୍ୱଜିତ୍‌ ଅଭିଯୋଗ କରିଛନ୍ତି। ଟ୍ରେନିଂ ବେଳେ କମାଣ୍ଡାଣ୍ଟ ଅନିରୁଦ୍ଧ […]

fir

fir

Jyoshna Pradhan
  • Published: Thursday, 13 June 2019
  • Updated: 13 June 2019, 01:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏସ୍‌ଓଜି କମାଣ୍ଡାଣ୍ଟ୍‌ ତଥା ଆଇପିଏସ୍‌ ଅନିରୁଦ୍ଧ ସିଂହଙ୍କ ବିରୋଧରେ ଟ୍ରେନିଂ ଏସ୍ଆଇ ବିଶ୍ୱଜିତ୍ ବେହେରା ଅନ୍ଲାଇନ୍ଜରିଆରେ ଚନ୍ଦକା ଥାନାରେ ଏତଲା ଦେଇଛନ୍ତି ଏହାସହ ସେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି

ଗତକାଲି ଅନିରୁଦ୍ଧଙ୍କ ବିରୋଧରେ ଚନ୍ଦକା ଥାନାରେ ଅଭିଯୋଗ କରିବା ପାଇଁ ସେ ଯିବାକୁ ଚାହୁଁଥିଲେ ମଧ୍ୟ ଟ୍ରେନିଂ କ୍ୟାମ୍ପ୍‌ ବାହାରକୁ ତାଙ୍କୁ ଛଡ଼ା ଯାଇ ନଥିଲା ବୋଲି ବିଶ୍ୱଜିତ୍‌ ଅଭିଯୋଗ କରିଛନ୍ତି।

ଟ୍ରେନିଂ ବେଳେ କମାଣ୍ଡାଣ୍ଟ ଅନିରୁଦ୍ଧ ସିଂହ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଖାଲି ଏତିକି ନୁହେଁ, ଟ୍ରେନିଂ ବେଳେ ଅଣ୍ଟାରେ ସମସ୍ୟା ଦେଖାଦେବାରୁ ଏହାକୁ ନେଇ ଅନିରୁଦ୍ଧ ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଥିବା ବିଶ୍ୱଜିତ୍ ଅଭିଯୋଗ କରିଛନ୍ତି ଏନେଇ ସେ ଗତକାଲି ଗଣମାଧ୍ୟମ ଜରିଆରେ ଡିଜିପିଙ୍କୁ ଗୁହାରି କରିଥିଲେ।

ଅପରପକ୍ଷେ ଏହି ଅଭିଯୋଗକୁ ଏସଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂହ ଖଣ୍ଡନ କରିଛନ୍ତି ସେ ପାଲଟା ଅଭିଯୋଗ କରିଛନ୍ତି ଯେ,  ବିଶ୍ୱଜିତ୍ ଠିକ୍ ଭାବେ ଟ୍ରେନିଂ ନ ନେଇ ବରିଷ୍ଠ ଅଧିକାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି।  ପୂର୍ବରୁ ସେ ଦୁଇଥର ଏସଓଜି ଟ୍ରେନିଂ ପାଇଁ ଆସି ଅଧାରୁ ଛାଡ଼ି ପଳାଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story