ଭୋଟ୍ ଗଣତି ପାଇଁ ରିଟର୍ଣ୍ଣିଂ ଅଫିସରଙ୍କୁ ତାଲିମ: ବିଳମ୍ବିତ ହୋଇପାରେ ଗଣତି ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେ’ ୨୩ରେ ଖୋଲିବ EVM। ୧୯’ ନିର୍ବାଚନରେ କିଏ ମାରିବ ବାଜି ତା’ଉପରୁ ଉଠିବ ପରଦା।  ଭୋଟ୍ ଗଣତି ପ୍ରକ୍ରିୟା ଯେପରି ଶୃଙ୍ଖଳିତ ଓ ସୁରକ୍ଷିତ ହେବ ସେଥିଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ରିଟର୍ଣ୍ଣିଂ ଅଫିସର୍ମାନଙ୍କୁ ସ୍ୱତନ୍ତ୍ର ତାଲିମ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାରେ ଏକ ସମୟରେ ଲୋକସଭା ଓ ବିଧାନସଭା ଭୋଟ୍ ଗଣତି ହେଉଥିବାରୁ ଗଣତି ପ୍ରକ୍ରିୟା ଦୀର୍ଘ ସମୟ ଧରି ଚାଲିବ ବୋଲି ସିଇଓ ସୂଚନା ଦେଇଛନ୍ତି। ଗଣତି ପାଇଁ ପ୍ରସ୍ତୁତି […]

fgj

fgj

Tapas Behera
  • Published: Monday, 13 May 2019
  • Updated: 13 May 2019, 08:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେ’ ୨୩ରେ ଖୋଲିବ EVM। ୧୯’ ନିର୍ବାଚନରେ କିଏ ମାରିବ ବାଜି ତା’ଉପରୁ ଉଠିବ ପରଦା।  ଭୋଟ୍ ଗଣତି ପ୍ରକ୍ରିୟା ଯେପରି ଶୃଙ୍ଖଳିତ ଓ ସୁରକ୍ଷିତ ହେବ ସେଥିଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ରିଟର୍ଣ୍ଣିଂ ଅଫିସର୍ମାନଙ୍କୁ ସ୍ୱତନ୍ତ୍ର ତାଲିମ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାରେ ଏକ ସମୟରେ ଲୋକସଭା ଓ ବିଧାନସଭା ଭୋଟ୍ ଗଣତି ହେଉଥିବାରୁ ଗଣତି ପ୍ରକ୍ରିୟା ଦୀର୍ଘ ସମୟ ଧରି ଚାଲିବ ବୋଲି ସିଇଓ ସୂଚନା ଦେଇଛନ୍ତି।

ଗଣତି ପାଇଁ ପ୍ରସ୍ତୁତି ଭୁବନେଶ୍ୱରରେ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର୍ଙ୍କୁ ଦିଆଯାଇଛି ପ୍ରଶିକ୍ଷଣ । ଏଥିପାଇଁ ପ୍ରସ୍ତୁତ ହୋଇଛି ମଡେଲ୍ କାଉଣ୍ଟିଂ। ଷ୍ଟ୍ରଙ୍ଗ୍ ରୁମ୍‌ରୁ କିପରି ଇଭିଏମ୍ ଆସିବ ଓ ଗଣତିର ପ୍ରକ୍ରିୟା କ’ଣ ରହିବ ତାକୁ ଡେମୋ ମାଧ୍ୟମରେ ବୁଝାଯା‌ଇଛି । ଏଥର ଗଣତି ପ୍ରକ୍ରିୟା ପୂର୍ବ ଥର ଅପେକ୍ଷା ଲମ୍ବା ହେବ ବୋଲି ସୂଚନା ଦେଇଛନ୍ତି ସିଇଓ।  ରାଜ୍ୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଏକ ସମୟରେ ହୋଇଥିବାରୁ ମୋଟ୍ ୧୪ଟି ଟେବୁଲ୍ ଭିତରୁ ୭ଟିରେ ଲୋକସଭା ଓ ଅନ୍ୟ ୭ଟି ଟେବୁଲରେ ବିଧାନସଭା ଲାଗି ଭୋଟ୍ ଗଣତି ହେବ । ସେହିପରି ଭିଭିପ୍ୟାଟ୍‌ର ସ୍ଳିପ୍ ଗଣତି ପାଇଁ ପ୍ରଥମେ ଲଟେରି ହେବ। ଏହାପରେ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫ଟି ଲେଖାଏଁ ବୁଥ୍‌ରେ ଭିଭିପ୍ୟାଟ୍‌ ସ୍ଳିପ୍‌କୁ ଗୋଟିଏ ପରେ ଗୋଟିଏ ଗଣାଯାଇ ଇଭିଏମ୍‌ରେ ପଡିଥିବା ଭୋଟ୍ ସଂଖ୍ୟା ସହ ମେଳ କରାଯିବ।

ତେବେ ଆଜି ପ୍ରଥମ ଦିନରେ ୧୪ ଜିଲ୍ଲାର ରିଟର୍ଣ୍ଣିଂ ଅଫିସର୍ ଟ୍ରେନିଂ ନେଇଛନ୍ତି । ଆସନ୍ତାକାଲି ଅନ୍ୟ ଜିଲ୍ଲାର ରିଟଣ୍ଣର୍ମିଂ ଅଫିସର୍ ଟ୍ରେନିଂ ନେବେ। ରିଟର୍ଣ୍ଣିଂ ଅଫିସର୍ସମାନେ ମେ’ ୧୫ ରୁ ୨୦ ତାରିଖ ଭିତରେ କାଉଣ୍ଟିଂ ଷ୍ଟାଫ୍‌ଙ୍କୁ ଟ୍ରେନିଂ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story