ପରିବହନ ମନ୍ତ୍ରୀଙ୍କ କାରକୁ ପିଟି ଦେଲା ଟ୍ରକ୍‌

କଟକ: ପରିବହନ ମନ୍ତ୍ରୀ ଡକ୍ଟର ନୃସିଂହ ଚରଣ ସାହୁଙ୍କ କାରକୁ ଧକ୍କା ଦେଲା ଟ୍ରକ୍‌। ଚୌଦ୍ୱାର ଡିହି ସାହି ଛକରେ ପଛପଟୁ ଧକ୍କା ଦେଲା ଟ୍ରକ୍‌। ସନ୍ଧ୍ୟା ପ୍ରାୟ ସାଢ଼େ ସାତଟାରେ ଏହି ଦୁର୍ଘଟଣା ଘଟିଛି। ପରିବହନ ମନ୍ତ୍ରୀ ଢେଙ୍କାନାଳ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ତାଙ୍କ  କାର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଟ୍ରକ୍‌ ଡ୍ରାଇଭରକୁ ପୋଲିସ୍ ଅଟକ ରଖିଛି।

accident

Rakesh Mallick
  • Published: Friday, 16 March 2018
  • , Updated: 16 March 2018, 07:50 PM IST

କଟକ: ପରିବହନ ମନ୍ତ୍ରୀ ଡକ୍ଟର ନୃସିଂହ ଚରଣ ସାହୁଙ୍କ କାରକୁ ଧକ୍କା ଦେଲା ଟ୍ରକ୍‌। ଚୌଦ୍ୱାର ଡିହି ସାହି ଛକରେ ପଛପଟୁ ଧକ୍କା ଦେଲା ଟ୍ରକ୍‌। ସନ୍ଧ୍ୟା ପ୍ରାୟ ସାଢ଼େ ସାତଟାରେ ଏହି ଦୁର୍ଘଟଣା ଘଟିଛି।

ପରିବହନ ମନ୍ତ୍ରୀ ଢେଙ୍କାନାଳ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ତାଙ୍କ  କାର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଟ୍ରକ୍‌ ଡ୍ରାଇଭରକୁ ପୋଲିସ୍ ଅଟକ ରଖିଛି।

Related story