ଭିଟାମାଟି ପାଇଁ ସଂଘର୍ଷ; ୬୫ କିମି ପଦଯାତ୍ରାରେ ବାହାରିଲେ ଆଦିବାସୀ

ସୁନ୍ଦରଗଡ଼(ବିଜୟ ବରୁଆଁ): ଭିଟାମାଟି ପାଇଁ ଆଦିବାସୀଙ୍କ ସଂଘର୍ଷ । ନିଜ ଗାଁ ନ ଛାଡ଼ିବାକୁ ୬୫  କିଲୋମିଟର ପଦଯାତ୍ରାରେ ବାହାରିଛନ୍ତି ଶହ ଶହ ଆଦିବାସୀ । ପ୍ରଶାସନ ନିକଟରେ ପ୍ରତିବାଦ ଜଣାଇବା ଲାଗି ପଦଯାତ୍ରାରେ ବାହାରିଛନ୍ତି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଓ କୁତ୍ରା ବ୍ଲକର ୫ ପଞ୍ଚାୟତର ଶତାଧିକ ଗ୍ରାମବାସୀ। ଗତ ୧୮ରେ ରାଜଗାଙ୍ଗପୁର କେଶ୍ରାମାଲରୁ ବାହାରିଥିବା ପଦଯାତ୍ରା ଗତକାଲି ବଡଗାଁରେ ପହଞ୍ଚିଥିଲା । ଆଜି ସକାଳୁ ସେମାନେ ପୁଣି ବଡଗାଁରୁ ପଦଯାତ୍ରା ଆରମ୍ଭ କରିଛନ୍ତି । […]

protest

protest

Niharika Rout
  • Published: Thursday, 20 October 2022
  • Updated: 20 October 2022, 10:19 AM IST

Sports

Latest News

ସୁନ୍ଦରଗଡ଼(ବିଜୟ ବରୁଆଁ): ଭିଟାମାଟି ପାଇଁ ଆଦିବାସୀଙ୍କ ସଂଘର୍ଷ । ନିଜ ଗାଁ ନ ଛାଡ଼ିବାକୁ ୬୫  କିଲୋମିଟର ପଦଯାତ୍ରାରେ ବାହାରିଛନ୍ତି ଶହ ଶହ ଆଦିବାସୀ । ପ୍ରଶାସନ ନିକଟରେ ପ୍ରତିବାଦ ଜଣାଇବା ଲାଗି ପଦଯାତ୍ରାରେ ବାହାରିଛନ୍ତି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଓ କୁତ୍ରା ବ୍ଲକର ୫ ପଞ୍ଚାୟତର ଶତାଧିକ ଗ୍ରାମବାସୀ।

ଗତ ୧୮ରେ ରାଜଗାଙ୍ଗପୁର କେଶ୍ରାମାଲରୁ ବାହାରିଥିବା ପଦଯାତ୍ରା ଗତକାଲି ବଡଗାଁରେ ପହଞ୍ଚିଥିଲା । ଆଜି ସକାଳୁ ସେମାନେ ପୁଣି ବଡଗାଁରୁ ପଦଯାତ୍ରା ଆରମ୍ଭ କରିଛନ୍ତି । ଆସନ୍ତାକାଲି  ଆଦିବାସୀମାନେ ସୁନ୍ଦରଗଡ଼ରେ ପହଞ୍ଚି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ ।

ରାଜଗାଙ୍ଗପୁରସ୍ଥିତ ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ ବା ଓସିଏଲ୍ ତାର ଚୂନ ପଥର ଖଣି ସମ୍ପ୍ରସାରଣ ପାଇଁ ଏହି ପାଞ୍ଚୋଟି ପଞ୍ଚାୟତର ୭୧୭ ଏକର ଜମି ଅଧିଗ୍ରହଣ କରିବାକୁ  ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଥିଲା । ହେଲେ ଆରମ୍ଭରୁ ଏହାକୁ ବିରୋଧ କରି ଆସୁଛନ୍ତି ସ୍ଥାନୀୟ ଆଦିବାସୀ  ।

ଦୁଇ ଦୁଇ ଥର ଜନ ଶୁଣାଣି ପାଇଁଦିନ ଧାର୍ଯ୍ୟ କରାଯିବା ସତ୍ତ୍ୱେ ଆଦିବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ତାହା ହୋଇପାରିନଥିଲା । କିନ୍ତୁ ପ୍ରଶାସନ ଜନ ଶୁଣାଣିକୁ ସଫଳ ହୋଇଥିବା ଦର୍ଶାଇଥିଲା। ଏହାଦ୍ୱାରା ଅଧିଗ୍ରହଣ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ସରକାର ଯୋଜନା କରୁଥିବା ଜାଣି ଆଦିବାସୀମାନେ ଏହାକୁ ବିରୋଧ କରୁଛନ୍ତି ।  ଅନେକ ଥର ଏହା ପାଇଁ ଆନ୍ଦୋଳନ, ଧାରଣା, ପ୍ରତିବାଦ ଆଦି କଲା ପରେ ଏବେ ରାଜଗାଙ୍ଗପୁର କେଶ୍ରାମାଲରୁ ସୁନ୍ଦରଗଡ ପଯର୍ୟନ୍ତ ୬୫ କିଲୋମିଟର ପଦଯାତ୍ରା ରେ ବାହାରିଛନ୍ତି ଆଦିବାସୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story