ଜିଲ୍ଲାପାଳଙ୍କ ଅଫିସ ଆଗରେ ଶୋଇ ପଡ଼ିଲେ ମହିଳା, କହିଲେ…

ସୁନ୍ଦରଗଡ(ବିଜୟ ବରୁଆ): ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଦୌଡିଦୌଡି ନୟାନ୍ତ ହେଲେଣି। ଫର୍ଦ୍ଧଫର୍ଦ୍ଧ ଅଭିଯୋଗ ପତ୍ର ଲେଖିବି କିଛି ଫଳ ମିଳିଲା ନାହିଁ। ନିଜ ଦାବି ବି ଜଣାଇଲେ, ହେଲେ କିଛି ଲାଭ ହେଲାନି। ଶେଷରେ ନିଜ ହକ୍‌ ପାଇଁ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଆଗରେ ଶୋଇ ପଡିଲେ। ତଳେ ଲୋଟିପଡି ଧରାଣା ଦେଲେ ମହିଳା। ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ। ଚାକିରି ଫେରାଇ ଦେବାକୁ ଦାବି […]

Woman Protest

Woman Protest

Madhupriya Mistry
  • Published: Thursday, 18 November 2021
  • Updated: 18 November 2021, 05:41 PM IST

Sports

Latest News

ସୁନ୍ଦରଗଡ(ବିଜୟ ବରୁଆ): ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଦୌଡିଦୌଡି ନୟାନ୍ତ ହେଲେଣି। ଫର୍ଦ୍ଧଫର୍ଦ୍ଧ ଅଭିଯୋଗ ପତ୍ର ଲେଖିବି କିଛି ଫଳ ମିଳିଲା ନାହିଁ। ନିଜ ଦାବି ବି ଜଣାଇଲେ, ହେଲେ କିଛି ଲାଭ ହେଲାନି। ଶେଷରେ ନିଜ ହକ୍‌ ପାଇଁ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଆଗରେ ଶୋଇ ପଡିଲେ। ତଳେ ଲୋଟିପଡି ଧରାଣା ଦେଲେ ମହିଳା। ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ।

ଚାକିରି ଫେରାଇ ଦେବାକୁ ଦାବି କରି ସୁନ୍ଦରଗଡ ଜିଲ୍ଲାପାଳ ନିଖୀଲ ପବନ କଲ୍ୟାଣଙ୍କ ବାଟ ରୋକିଲେ ଏହି ଆଦିବାସୀ ମହିଳା । ନିରାଶ ହେଲା ପରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଧାରଣ ଉପରେ ବି କାହାରି ନଜର ପଡିଲା ନାହିଁ, ତେଣୁ ଜିଲ୍ଲାପାଳଙ୍କ ଆଗରେ ତଳେ ଶୋଇ ପଡିଲେ ମହିଳା। ତେବେ ଜିଲ୍ଲାପାଳ ମହିଳାଙ୍କୁ ଉଠାଇ ତାଙ୍କ ଅଭିଯୋଗ ଦାବିପତ୍ର ରଖିଛନ୍ତି ।

[caption id="attachment_692780" align="aligncenter" width="650"]Piro Kishan ପିରୋ କିଶନ (ଅଭିଯୋଗକାରୀ)[/caption]

ସୁନ୍ଦରଗଡ ସଦର ବ୍ଲକ ମଝାପଡାର ପିରୋ କିଶାନ। ଦୀର୍ଘ ୮ ବର୍ଷ କାଳ ବିନା ପଇସାରେ ମଝାପଡା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଅନ ଭାବରେ କାର୍ଯ୍ୟକରିଥିଲେ। ବିଦ୍ୟାଳୟ ବ୍ଲକଗ୍ରାଣ୍ଟ ପାଇଲେ ନିଯୁକ୍ତି ଦିଆଯିବ ବୋଲି ତାଙ୍କୁ ଭରସା ଦିଆଯାଇଥିଲା। ହେଲେ ବିଦ୍ୟାଳୟ ତ ବ୍ଲକ ଗ୍ରାଣ୍ଟ ପାଇଲା କିନ୍ତୁ ପିରୋଙ୍କୁ ନିଯୁକ୍ତି ଦିଆଗଲା ନାହିଁ। ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ଟଙ୍କା ନେଇ ଚାକିରି ଦେଇଥିବା ଅଭିଯୋଗ କରିଛନ୍ତି ଏହି ଆଦିବାସୀ ମହିଳା।

ବାପା-ମା' ଓ ଚାକିରି ଗଲା ପରେ ଦିନେ ଖାଇଲେ ଓଳିଏ ଖାଇବାକୁ ପାଉନାହାନ୍ତି। ମୁଁ ରିଜାଇନ୍‌ ନଦେଇଥିବା ସତ୍ତ୍ୱେ ମୋତେ ଚାକିରିରୁ ବାହାର କରାଯାଇଛି। କାମ କରିବା ଲାଗି ମୋର ଇଚ୍ଛା ଅଛି। କିନ୍ତୁ ମୋତେ ଚାକିରି ଦେଉନାହାନ୍ତି ବୋଲି କହିଛନ୍ତି ପିରୋ କିଶାନ।

ଅଭିଯୋଗ ଅନୁସାରେ ଚାକିରି ସ୍ଥାୟୀ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ସେ ୧୫ ହଜାର ଟଙ୍କା ଦେଇଥିଲେ। ହେଲେ ଆଉ ବାକି ଟଙ୍କା ନଦେଇପାରିବାରୁ ତାଙ୍କ ଚାକିରି ଛଡେଇ ନିଆଗଲା। ନିଜ ସମସ୍ୟା ନେଇ ପିରୋ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି। ହେଲେ କେହି ତାଙ୍କ ଦୁଃଖ ନବୁଝିବାରୁ ଅନାଥ ଅବିବାହିତ ଏହି ଆଦିବାସୀ ମହିଳା ଜଣକ ଏବେ ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଭଳି ପଦକ୍ଷେପ ନେଇଛନ୍ତି।  ତେବେ ଏସଂପର୍କ ରେ ଜିଲ୍ଲପାଳ କି ଜିଲ୍ଲାଶିକ୍ଷା ଅଧିକାରୀ ଙ୍କ ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରାଯାଇଥିବା ବେଳେ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story