ବାଲୁକା ଆନିମେସନ୍‌ ମାଧ୍ୟମରେ ମିଲ୍‌ଖା ସିଂହଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ (ଓଡ଼ିଶା ରିପୋର୍ଟର): କିମ୍ବଦନ୍ତୀ ଧାବକ ମିଲଖା ସିଂହ ଆଉ ନାହାନ୍ତି। ଶୁକ୍ରବାର ବିଳମ୍ୱିତ ରାତିରେ ୯୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଆଜି ଚଣ୍ଡିଗଡ଼ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା ଆନିମେସନ୍‌ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଏହି ବାଲୁକା ଆନିମେସନରେ ମିଲଖା ସିଂହଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଏଥିରେ ସେ “ସାଲୁଟ୍‌ ୟୁ ସୁପର ହିରୋ ଫ୍ଲାଇଂ ଶିଖ୍‌”ର […]

Milkha Singh

Milkha Singh

Manoranjan Sial
  • Published: Saturday, 19 June 2021
  • Updated: 19 June 2021, 08:10 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): କିମ୍ବଦନ୍ତୀ ଧାବକ ମିଲଖା ସିଂହ ଆଉ ନାହାନ୍ତି। ଶୁକ୍ରବାର ବିଳମ୍ୱିତ ରାତିରେ ୯୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଆଜି ଚଣ୍ଡିଗଡ଼ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା ଆନିମେସନ୍‌ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସେ ଏହି ବାଲୁକା ଆନିମେସନରେ ମିଲଖା ସିଂହଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଏଥିରେ ସେ “ସାଲୁଟ୍‌ ୟୁ ସୁପର ହିରୋ ଫ୍ଲାଇଂ ଶିଖ୍‌”ର ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା କଳାକୁ ନିର୍ମାଣ କରିବା ପାଇଁ ମାନସ ସାହୁଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା।

କିମ୍ୱଦନ୍ତୀ ଧାବକ ମିଲ୍‌ଖା ସିଂହ ଗତମାସ ମହାମାରୀ କୋଭିଡରେ ସଂକ୍ରମିତ ହୋଇଥିଲେ। ତାଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ତାଙ୍କର ବିୟୋଗ ହୋଇ ଯାଇଛି।

ମିଲଖା ସିଂହ ଏସିଆନ୍ ଗେମ୍ସରେ ଭାରତ ପାଇଁ ଚାରିଥର ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ସେ ୧୯୫୮ କମନୱେଲଥ ଗେମ୍ସର ଚାମ୍ପିଅନ୍ ହୋଇଥିଲେ। ଏହାପରେ ୧୯୬୦ ରୋମ୍ ଅଲିମ୍ପିକ୍ସ ଗେମ୍ସରେ ସେ ୪୦୦ ମିଟର ଦୌଡ଼ରେ ଅଳ୍ପ ବ୍ୟବଧାନରେ ପଦକ ହରାଇ ଚତୁର୍ଥ ସ୍ଥାନ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story