ସମୁଦ୍ରରେ ବୁଡ଼ିଲା ଟ୍ରଲର

ଜଳେଶ୍ୱର(ଅଜିତ କୁମାର ଦାସ): ଓଡ଼ିଶା ସୀମାନ୍ତ ଦୀଘା ମୁହାଣରେ ଆଜି ଏକ ଟ୍ରଲର ସମୁଦ୍ରରୁ ମାଛ ମାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ  ବୁଡ଼ିଯାଇଛି। ସେଥିରେ ୧୧ ଜଣ ମତ୍ସଜୀବୀ ଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ଉଦ୍ଧାର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ଅଛନ୍ତି। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ମତ୍ସଜୀବୀମାନେ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଅଞ୍ଚଳର ବୋଲି ଜଣାପଡ଼ିଛି।

jaleswar

Jyoshna Pradhan
  • Published: Friday, 27 December 2019
  • , Updated: 27 December 2019, 02:27 PM IST

ଜଳେଶ୍ୱର(ଅଜିତ କୁମାର ଦାସ): ଓଡ଼ିଶା ସୀମାନ୍ତ ଦୀଘା ମୁହାଣରେ ଆଜି ଏକ ଟ୍ରଲର ସମୁଦ୍ରରୁ ମାଛ ମାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ  ବୁଡ଼ିଯାଇଛି। ସେଥିରେ ୧୧ ଜଣ ମତ୍ସଜୀବୀ ଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ଉଦ୍ଧାର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ଅଛନ୍ତି। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଏହି ମତ୍ସଜୀବୀମାନେ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଅଞ୍ଚଳର ବୋଲି ଜଣାପଡ଼ିଛି।

Related story