ଉଠ୍‌ବସ୍‌ କରିଥିବା ବିଜେଡି ବିଧାୟକଙ୍କ ପାଇଁ ଅଡ଼ୁଆ ବଢ଼ିଲା

ପାଟଣାଗଡ଼(ଓଡ଼ିଶା ରିପୋର୍ଟର)ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କ ଅଡୁଆ ବଢ଼ିଲା। ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍ ବସ୍ କରାଇବା ଘଟଣାରେ ସତ୍ୟତା ଥିବା ସ୍ପଷ୍ଟ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ। ଘଟଣାର ତଦନ୍ତ କରିଥିବା ଉପଜିଲ୍ଲାପାଳଙ୍କ ରିପୋର୍ଟ ପାଇବା ପରେ ଜିଲ୍ଲାପାଳ କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଖୁବ୍‌ ଶୀଘ୍ର ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ଉଲ୍ଲେଖନୀୟ ଯେ, ନିମ୍ନମାନର ରାସ୍ତା କାମକୁ ନେଇ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ […]

p-11

p-11

Tapas Behera
  • Published: Sunday, 09 June 2019
  • Updated: 09 June 2019, 09:43 PM IST

Sports

Latest News

ପାଟଣାଗଡ଼(ଓଡ଼ିଶା ରିପୋର୍ଟର)ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କ ଅଡୁଆ ବଢ଼ିଲା। ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍ ବସ୍ କରାଇବା ଘଟଣାରେ ସତ୍ୟତା ଥିବା ସ୍ପଷ୍ଟ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ। ଘଟଣାର ତଦନ୍ତ କରିଥିବା ଉପଜିଲ୍ଲାପାଳଙ୍କ ରିପୋର୍ଟ ପାଇବା ପରେ ଜିଲ୍ଲାପାଳ କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଖୁବ୍‌ ଶୀଘ୍ର ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ।

ଉଲ୍ଲେଖନୀୟ ଯେ, ନିମ୍ନମାନର ରାସ୍ତା କାମକୁ ନେଇ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ବିଧାୟକ ସରୋଜ ମେହେର ଉଠ୍ ବସ୍ କରାଇଥିବା ଅଭିଯୋଗ ହୋଇଥିଲା। ତା ସହିତ ବିଧାୟକଙ୍କ କଥାରେ ନିର୍ବାହୀ ଯନ୍ତ୍ରୀ ମଧ୍ୟ ଜୟକାନ୍ତଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story