ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ପୋଲ ତଳକୁ ଖସିଲା ଟ୍ରକ୍‌

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଟିଟ୍‌ଲଶଗଡ଼ ରାସ୍ତାରେ ସିଙ୍ଗଖମନ ବ୍ରିଜ୍‌ ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ  ଧକ୍କା ଦେଇ ଟ୍ରକ୍‌ ବ୍ରିଜ୍‌ ତଳକୁ ଖସିପଡ଼ିଛି।  ଟ୍ରକ୍‌ ଧକ୍କାରେ ରତାଖଣ୍ଡି ଗ୍ରାମର ସୁବାଷ ଭୋଇଙ୍କ ମୃତ୍ୟୁ ଘଟିଛି।  ତେବେ ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର ଅଛନ୍ତି।  ଟ୍ରକ୍‌ ଡ୍ରାଇଭରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଲିକାଲ କଲେଜରେ ଭର୍ତ୍ତି କରିଛନ୍ତି।  ଉତ୍ତ୍ୟକ୍ତ ଲୋକେ ମୃତ ସୁବାଷଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସିଙ୍ଗଖମନ ଛକଠାରେ ରାସ୍ତରୋକ କରିଛନ୍ତି।ଫଳରେ ବଲାଙ୍ଗିରରୁ ଟିଟଲାଗଡ଼ […]

642

Tapas Behera
  • Published: Wednesday, 17 July 2019
  • , Updated: 17 July 2019, 04:17 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଟିଟ୍‌ଲଶଗଡ଼ ରାସ୍ତାରେ ସିଙ୍ଗଖମନ ବ୍ରିଜ୍‌ ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ  ଧକ୍କା ଦେଇ ଟ୍ରକ୍‌ ବ୍ରିଜ୍‌ ତଳକୁ ଖସିପଡ଼ିଛି।  ଟ୍ରକ୍‌ ଧକ୍କାରେ ରତାଖଣ୍ଡି ଗ୍ରାମର ସୁବାଷ ଭୋଇଙ୍କ ମୃତ୍ୟୁ ଘଟିଛି।  ତେବେ ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର ଅଛନ୍ତି।  ଟ୍ରକ୍‌ ଡ୍ରାଇଭରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଲିକାଲ କଲେଜରେ ଭର୍ତ୍ତି କରିଛନ୍ତି।  ଉତ୍ତ୍ୟକ୍ତ ଲୋକେ ମୃତ ସୁବାଷଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସିଙ୍ଗଖମନ ଛକଠାରେ ରାସ୍ତରୋକ କରିଛନ୍ତି।ଫଳରେ ବଲାଙ୍ଗିରରୁ ଟିଟଲାଗଡ଼ ପଟକୁ  ଗାଡ଼ି ଚଳାଚଳ ବନ୍ଦ ରହିଛି। ପୁଲିସ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛି।

Related story