ଦୋକାନ ଭିତରେ ପଶିଗଲା କୋଇଲା ବୋଝେଇ ଟ୍ରକ୍‌; ତା’ପରେ...

ବୌଦ୍ଧ (ରବିନ୍ଦ୍ର ହୋତା): ଦୋକାନ ଭିତରେ ପଶିଗଲା କୋଇଲା ବୋଝେଇ ଟ୍ରକ୍‌। ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି। ଆହତଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ବିଶାଖାପାଟଣାରୁ କୋଇଲା ବୋଝେଇ କରି ଆସୁଥିବର ଟ୍ରକ୍‌ ହରଭଙ୍ଗା ବ୍ଲକ ଲୁଣିବାହାଲଠାରେ ରାସ୍ତା ପାର୍ଶ୍ୱରେ ଥିବା ଶୂନ୍ୟବାସୀଙ୍କ ଦୋକାନ ଭିତରେ ପଶି ଯାଇଥିଲା। ଫଳରେ ଟ୍ରକ୍‌ ଚାଳକ, ହେଲ୍‌ପର ଓ ଦୋକାନକୁ ସଉଦା କିଣିବାକୁ ଆସିଥିବା […]

Boudha-Truck-Accident

Boudha-Truck-Accident

Manoranjan Sial
  • Published: Monday, 06 September 2021
  • Updated: 06 September 2021, 08:20 PM IST

Sports

Latest News

ବୌଦ୍ଧ (ରବିନ୍ଦ୍ର ହୋତା): ଦୋକାନ ଭିତରେ ପଶିଗଲା କୋଇଲା ବୋଝେଇ ଟ୍ରକ୍‌। ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି। ଆହତଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ବିଶାଖାପାଟଣାରୁ କୋଇଲା ବୋଝେଇ କରି ଆସୁଥିବର ଟ୍ରକ୍‌ ହରଭଙ୍ଗା ବ୍ଲକ ଲୁଣିବାହାଲଠାରେ ରାସ୍ତା ପାର୍ଶ୍ୱରେ ଥିବା ଶୂନ୍ୟବାସୀଙ୍କ ଦୋକାନ ଭିତରେ ପଶି ଯାଇଥିଲା। ଫଳରେ ଟ୍ରକ୍‌ ଚାଳକ, ହେଲ୍‌ପର ଓ ଦୋକାନକୁ ସଉଦା କିଣିବାକୁ ଆସିଥିବା ଶ୍ୟାମ ସୁନ୍ଦର ସାହୁ(୭୦) ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୁଣା କଟକ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୌଦ୍ଧ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ। ପ୍ରାୟ ଘଣ୍ଟାଏ ଧରି ରାସ୍ତାରୋକ ହୋଇଥିଲା। ଖବର ପାଇ ପୁରୁଣାକଟକ ଥାନା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story