ବୌଦ୍ଧ (ଭର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ଅନ୍ତର୍ଗତ ରାଣୀସାହି ଜଙ୍ଗଲରେ କର୍ପୋରେସନ୍ର କାଠ ବୋଝେଇ ଟ୍ରକ୍ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅନ୍ତର୍ଯ୍ୟାମୀ ବିଶ୍ୱାଳ। ତାଙ୍କ ଘର ନୟାଗଡ଼ ଜିଲ୍ଲା ପୁରୁଣା ଦଶପଲ୍ଲା ଗାଁରେ। ବାଣିଗୋଛା ପୋଲିସ୍ ଟ୍ରକ୍କୁ ଅଟକ ରଖିବା ସହ ମୃତଦେହ ଜବତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।