ପ୍ରାତଃଭ୍ରମଣ ବେଳେ ପିଟିଦେଲା ଟ୍ରକ୍

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ କଣ୍ଟାବଣିଆ ଗାଁରେ ଟ୍ରକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାଉରୀବନ୍ଧୁ ସାହୁ (୬୦)। ତାଙ୍କ ଘର କଣ୍ଟାବଣିଆ ଗାଁରେ। ଆଜି ସକାଳେ ବାଉରୀବନ୍ଧୁ ପ୍ରାତଃଭ୍ରମଣ ଯାଇଥିବା ବେଳେ ଟ୍ରକ୍‌ଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘନ କୁହୁଡ଼ି ଯୋଗୁ ଟ୍ରକ୍‌ ଡ୍ରାଇଭର ଦେଖି ନପାରିବାରୁ ଏ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

puri

puri

Jyoshna Pradhan
  • Published: Friday, 27 December 2019
  • Updated: 27 December 2019, 01:25 PM IST

Sports

Latest News

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ କଣ୍ଟାବଣିଆ ଗାଁରେ ଟ୍ରକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାଉରୀବନ୍ଧୁ ସାହୁ (୬୦)। ତାଙ୍କ ଘର କଣ୍ଟାବଣିଆ ଗାଁରେ।

ଆଜି ସକାଳେ ବାଉରୀବନ୍ଧୁ ପ୍ରାତଃଭ୍ରମଣ ଯାଇଥିବା ବେଳେ ଟ୍ରକ୍‌ଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘନ କୁହୁଡ଼ି ଯୋଗୁ ଟ୍ରକ୍‌ ଡ୍ରାଇଭର ଦେଖି ନପାରିବାରୁ ଏ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos