ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍; ଅଟକି ରହିଛି ଶହ ଶହ ଗାଡ଼ି

କୋରାପୁଟ(ଓଡ଼ିଶା ରିପୋର୍ଟର): ଓଡ଼ିଶା ସୀମାରେ ଥିବା ଆନ୍ଧ୍ର ପ୍ରଦେଶର ସାଲୁର ଘାଟିରେ ଏକ ଚାଉଳ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି।

ଫଳରେ ୨୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।

ଭୁବନେଶ୍ୱର, ଜୟପୁର ଓ ବିଶାଖାପାଟଣାକୁ ଗାଡ଼ି ଚଳାଚଳା ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି।