ଘାଟିରେ ଓଲଟି ପଡ଼ିଲା ଟ୍ରକ୍, ଚାପି ହୋଇ ରହି ଯାଇଥିଲେ ଡ୍ରାଇଭର

ମୋହନା (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଏକ ସାର ବୋଝେଇ ଟ୍ରକ୍‌ ଆଜି ଓଲଟି ପଡ଼ିବାରୁ ୩ ଜଣ ଆହତ ହୋଇଛନ୍ତି। ଟ୍ରକ୍ ଡ୍ରାଇଭର ଟ୍ରକ୍‌ ତଳେ ଚାପି ହୋଇ ରହିଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କ ନାଁ ରବୀନ୍ଦ୍ର ନନ୍ଦ ମହନ୍ତ। ତାଙ୍କ ଘର କେନ୍ଦୁଝର ଜିଲ୍ଲାର ଉଦୟଗିରିରେ। ତାଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସାର ବୋଝେଇ ଟ୍ରକ୍‌ଟି ଗଜପତିରୁ ଗଞ୍ଜାମ ଅଭିମୁଖେ ଯାଉଥିଲା।

truvk

truvk

Tapaswini Nayak
  • Published: Monday, 24 September 2018
  • Updated: 24 September 2018, 08:23 AM IST

Sports

Latest News

ମୋହନା (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଏକ ସାର ବୋଝେଇ ଟ୍ରକ୍‌ ଆଜି ଓଲଟି ପଡ଼ିବାରୁ ୩ ଜଣ ଆହତ ହୋଇଛନ୍ତି।

ଟ୍ରକ୍ ଡ୍ରାଇଭର ଟ୍ରକ୍‌ ତଳେ ଚାପି ହୋଇ ରହିଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କ ନାଁ ରବୀନ୍ଦ୍ର ନନ୍ଦ ମହନ୍ତ। ତାଙ୍କ ଘର କେନ୍ଦୁଝର ଜିଲ୍ଲାର ଉଦୟଗିରିରେ। ତାଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସାର ବୋଝେଇ ଟ୍ରକ୍‌ଟି ଗଜପତିରୁ ଗଞ୍ଜାମ ଅଭିମୁଖେ ଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story