ତୃତୀୟ ଦିନରେ ଟ୍ରକ୍ ଧର୍ମଘଟ; ବଢ଼ିଲାଣି ଆଳୁ ଦର

ଭୁବନେଶ୍ୱର: ଦେଶବ୍ୟାପୀ ଚାଲିଥିବା ଟ୍ରକ୍ ଧର୍ମଘଟ ତୃତୀୟ ଦିନରେ ପହଞ୍ଚିଛି। ବନ୍ଦ ହୋଇଯାଇଛି ମାଲ୍ ପରିବହନ। ଆଉ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ବଜାର  ଉପରେ। ବଜାରରେ ସାମଗ୍ରୀର ଅଭାବ ଦର୍ଶାଇ ବିଭିନ୍ନ ସ୍ଥାନରେ ଦର ବଢ଼ାଇ ଚାଲିଛନ୍ତି ବ୍ୟବସାୟୀ। ଟ୍ରକ୍ ଧର୍ମଘଟ ପୂର୍ବରୁ ଭୁବନେଶ୍ୱର ୧ ନମ୍ୱର ମାର୍କେଟ କିଲୋପିଛା ୧୦ ଟଙ୍କାରେ ମିଳୁଥିବା ଆଳୁ ଏବେ ୧୫ ଟଙ୍କା ଡେଇଁ ଗଲାଣି। ସେହିଭଳି ହରଡ଼ ଡାଲି ୧୩୦ରୁ ବଢ଼ି ୧୫୦, ବୁଟ ଡାଲି ୬୫ରୁ […]

potato

potato

Rakesh Mallick
  • Published: Saturday, 03 October 2015
  • Updated: 03 October 2015, 02:41 PM IST

Sports

Latest News

ଭୁବନେଶ୍ୱର: ଦେଶବ୍ୟାପୀ ଚାଲିଥିବା ଟ୍ରକ୍ ଧର୍ମଘଟ ତୃତୀୟ ଦିନରେ ପହଞ୍ଚିଛି। ବନ୍ଦ ହୋଇଯାଇଛି ମାଲ୍ ପରିବହନ। ଆଉ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ବଜାର  ଉପରେ। ବଜାରରେ ସାମଗ୍ରୀର ଅଭାବ ଦର୍ଶାଇ ବିଭିନ୍ନ ସ୍ଥାନରେ ଦର ବଢ଼ାଇ ଚାଲିଛନ୍ତି ବ୍ୟବସାୟୀ।

ଟ୍ରକ୍ ଧର୍ମଘଟ ପୂର୍ବରୁ ଭୁବନେଶ୍ୱର ୧ ନମ୍ୱର ମାର୍କେଟ କିଲୋପିଛା ୧୦ ଟଙ୍କାରେ ମିଳୁଥିବା ଆଳୁ ଏବେ ୧୫ ଟଙ୍କା ଡେଇଁ ଗଲାଣି। ସେହିଭଳି ହରଡ଼ ଡାଲି ୧୩୦ରୁ ବଢ଼ି ୧୫୦, ବୁଟ ଡାଲି ୬୫ରୁ ୭୨, ବିରି ଡାଲି ୧୨୦ରୁ ବଢ଼ି ୧୫୦ ଟଙ୍କା ଛୁଇଁଲାଣି। ଫଳରେ ଏବେ ଗ୍ରାହକଙ୍କ ଚିନ୍ତା ବଢ଼ିଗଲାଣି।

କଟକ ଛତ୍ରବଜାରରେ ବି ବେଲଗାମ୍ ହେବାରେ ଲାଗିଛି ଆଳୁ ଦର। ବାହାରୁ ଆଳୁ ଆସି ପାରୁ ନଥିବାରୁ ଆଳୁର ଖୁଚୁରା ଦର ଆଜି ୨୦ ଟଙ୍କାରେ ପହଞ୍ଚିଛି। ଏଥିସହ ପନି ପରିବା ଦର ବି ବଢୁଛି। ତେବେ ବର୍ତ୍ତମାନ ସୁଦ୍ଧା ମାଲଗୋଦାମରେ ପିଆଜ ଓ ଡାଲି ଦର ଅପରିବର୍ତ୍ତିତ ଥିବା ବେଳେ ଧର୍ମଘଟ ଜାରି ରହିଲେ ଆଗକୁ ସ୍ଥିତି ଗମ୍ଭୀର ହେବା ଆଶଙ୍କା ସୃଷ୍ଟି ହୋଇଛି ବୋଲି କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା।

କେବଳ କଟକ କି ଭୁବନେଶ୍ୱର ନୁହେଁ, ଧର୍ମଘଟ ପ୍ରଭାବରେ ରାଜ୍ୟର ସବୁଠି ଖାଉଟୀ ସାମଗ୍ରୀର ଦର ବଢ଼ିବାରେ ଲାଗିଛି। ଏପଟେ ଟ୍ରକ୍ ଧର୍ମଘଟ କେବେ ହଟିବ, ସେ ଉତ୍ତର କାହା ପାଖରେ ନାହିଁ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ ବୋଲି ଟ୍ରକ୍ ମାଲିକ ସଂଘ କହିଛ॥

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story