‘ପୁଷ୍ପା’ ଡ୍ୟାନ୍ସରେ ନାଚିଲେ ଛାତ୍ର, ସସ୍‌ପେଣ୍ଡ ହେଲେ ପ୍ରଧାନଶିକ୍ଷୟିତ୍ରୀ

ବ୍ରହ୍ମପୁର(ଜଗନ୍ନାଥ ସାହୁ):ଆଜିକାଲି ସମସ୍ତଙ୍କୁ ବାଇଆ କରୁଛି ପୁଷ୍ପା ଡ୍ୟାନ୍ସ । ଏହାର ପପୁଲାର ଡ୍ୟାନ୍ସ ଷ୍ଟେପ ଦେଖି ସମସ୍ତେ ପାଗଳ । ଏପରିକି ଏହି ଗୀତର ତାଳେ ତାଳେ କିଛି ଛାତ୍ର କରିଥିବା ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ଉକ୍ତ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ। ଏପରି ଘଟଣା ଗଂଜାମ ଜିଲାର ହିଂଜିଲିକାଟୁ ର୍ନିବାଚନ ମଣ୍ଡଳୀ ଅନ୍ତର୍ଗତ ବରମୁଣ୍ଡୁଳି ହାଇସ୍କୁଲରେ କିଛି ଦିନ ପୂର୍ବେ ଘଟିଥିବା ବେଳେ ନିଲମ୍ବିତ ହୋଇଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ […]

suspend

suspend

Niharika Rout
  • Published: Friday, 06 May 2022
  • Updated: 06 May 2022, 12:05 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ):ଆଜିକାଲି ସମସ୍ତଙ୍କୁ ବାଇଆ କରୁଛି ପୁଷ୍ପା ଡ୍ୟାନ୍ସ । ଏହାର ପପୁଲାର ଡ୍ୟାନ୍ସ ଷ୍ଟେପ ଦେଖି ସମସ୍ତେ ପାଗଳ । ଏପରିକି ଏହି ଗୀତର ତାଳେ ତାଳେ କିଛି ଛାତ୍ର କରିଥିବା ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ଉକ୍ତ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ। ଏପରି ଘଟଣା ଗଂଜାମ ଜିଲାର ହିଂଜିଲିକାଟୁ ର୍ନିବାଚନ ମଣ୍ଡଳୀ ଅନ୍ତର୍ଗତ ବରମୁଣ୍ଡୁଳି ହାଇସ୍କୁଲରେ କିଛି ଦିନ ପୂର୍ବେ ଘଟିଥିବା ବେଳେ ନିଲମ୍ବିତ ହୋଇଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପାଢୀ।

ସୂଚନା ଅନୁଯାୟୀ, ବରମୁଣ୍ଡୁଳି ହାଇସ୍କୁଲରେ ଗତ ଏପ୍ରିଲ ୨୫ ତାରିଖରେ ମାଟ୍ରିକ ପିଲାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ କିଛି ପିଲା ମୋବାଇଲରୁ ସ୍ମାର୍ଟ ଟିଭିକୁ କନେକ୍ଟ କରି ପୁଷ୍ପା ଓ ଗୁଆଘିଅ ଗୀତରେ କରିଥିଲେ ଜବରଦସ୍ତ ଡ୍ୟାନ୍ସ ।  ଏହି ଭିଡ଼ିଓ ଭାଇରାଲ ଘଟଣା ପରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଜିଲା ଶିକ୍ଷା ଅଧିକାରୀ । ଏହାପରେ ସେ  ତାଙ୍କୁ ନିଲମ୍ବନ କରିଛନ୍ତି।

ସରକାରୀ ସ୍କୁଲରେ ପାଠପଢ଼ାକୁ ନେଇ ସବୁବେଳେ ବିବାଦ ଲାଗି ରହୁଥିବା ବେଳେ ଏବେ ସ୍ମାର୍ଟ ସ୍କୁଲ ହେଉ ହେଉ ପୁଣି ଥରେ ମୁଣ୍ଡରେ ବାଜିଲାଣି ଚାଳ। ପାଠପଢ଼ା ଚୁଲିକି ଗଲାଣି। ସ୍ମାର୍ଟ କ୍ଲାସ୍‌ରେ ପିଲା ପାଠ ପଢ଼ାରେ ମନୋନିବେଶ ନ କରି  ନାଚଗୀତରେ ମାତୁଛନ୍ତି। ସ୍ମାର୍ଟ ମୋବାଇଲରୁ ୱାଇଫାଇ ସଂଯୋଗ କରି ଗୀତର ତାଳେ ତାଳେ ନାଚୁଛନ୍ତି। ଆଉ ଏହାକୁ ରେକର୍ଡିଂ କରି ଭାଇରାଲ ବି କରୁଛନ୍ତି। ଭାଇରାଲ ହୋଇଥିବା ଭିଡ଼ିଓରେ ଛାତ୍ରମାନେ ଶ୍ରେଣୀ ଗୃହରେ ଚଲାଇଥିବା ନାଚଗୀତ ଏହା ପ୍ରମାଣିତ କରିଛି। ତେଣୁ ଏବେ ଏହାକୁ କିପରି ନିୟନ୍ତ୍ରଣ କରାଯିବ, କିପରି ପିଲାମାନଙ୍କୁ ପାଠପଢ଼ା ପ୍ରତି ଆକର୍ଷିତ କରାଯିବ ତାହା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story