ବନବାସରୁ ଫେରିଲେ ତୁଳସୀ! ସ୍ୱାଗତ କଲା ସାରା ଗାଁ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଦାରିଦ୍ର୍ୟ ଯନ୍ତ୍ରଣାରେ ଷଢୁଥିବା ପରିବାର ମୁହଁରେ ଦାନା ମୁଠାଏ ଦେବା ପାଇଁ ଘର ଛାଡ଼ିଥିଲେ ତୁଳସୀ। ଦାଦା ଯୋଗାଡ଼ କରୁ କରୁ ସହରର ସେହି କଂକ୍ରିଟ୍‌ ଜଙ୍ଗଲରେ ହଜିଗଲେ। ନିଜର ଠିକଣା ମନେ ନଥିବା ଆଉ ଘରକୁ ଫେରିପାରିଲେ ନାହିଁ ତୁଳସୀ। ୧୨ ବର୍ଷ ପରେ ସୋଶାଲ୍‌ ମିଡ଼ିଆରେ ନିଜ ସମ୍ପ୍ରଦାୟର ନାଚ ଦେଖି ତୁଳସୀଙ୍କର ସବୁ ମନେ ପଡ଼ି ଯାଇଥିଲା। ଆଉ ତା’ପରେ ସୋଶାଲ୍‌ ମିଡିଆ ନମ୍ୱର ନେଇ ଘରକୁ ଫେରିଛନ୍ତି […]

MALKANGIRI

MALKANGIRI

Manoranjan Sial
  • Published: Saturday, 14 November 2020
  • Updated: 14 November 2020, 04:48 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ଦାରିଦ୍ର୍ୟ ଯନ୍ତ୍ରଣାରେ ଷଢୁଥିବା ପରିବାର ମୁହଁରେ ଦାନା ମୁଠାଏ ଦେବା ପାଇଁ ଘର ଛାଡ଼ିଥିଲେ ତୁଳସୀ। ଦାଦା ଯୋଗାଡ଼ କରୁ କରୁ ସହରର ସେହି କଂକ୍ରିଟ୍‌ ଜଙ୍ଗଲରେ ହଜିଗଲେ। ନିଜର ଠିକଣା ମନେ ନଥିବା ଆଉ ଘରକୁ ଫେରିପାରିଲେ ନାହିଁ ତୁଳସୀ। ୧୨ ବର୍ଷ ପରେ ସୋଶାଲ୍‌ ମିଡ଼ିଆରେ ନିଜ ସମ୍ପ୍ରଦାୟର ନାଚ ଦେଖି ତୁଳସୀଙ୍କର ସବୁ ମନେ ପଡ଼ି ଯାଇଥିଲା। ଆଉ ତା’ପରେ ସୋଶାଲ୍‌ ମିଡିଆ ନମ୍ୱର ନେଇ ଘରକୁ ଫେରିଛନ୍ତି ତୁଳସୀ।

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ପଞ୍ଚାୟତର କଦମଗୁଡା ଗାଁର ରଘୁନାଥ ଭୂମିଆଁଙ୍କ ଝିଅ ତୁଳସୀ। ପାରିବାର ଆର୍ଥିକ ସ୍ଥିତି ଭଲ ନଥିବାରୁ ୨୦୦୮ ମସିହାରେ ଜଣେ ସମ୍ପର୍କୀୟଙ୍କ ସହ ଦାଦନ ଖଟିବାକୁ ଷ୍ଟିଲ୍‌ ସିଟି ରାଉରକେଲା ଯାଇଥିଲେ। ଏତେ ବଡ଼ ସହରରେ କାମ ଖୋଜୁ ଖୋଜୁ ଲୋକାରଣ୍ୟ ଭିତରେ ନିଜେ ହଜିଗଲେ ତୁଳସୀ। ନିଜର ଠିକଣା ଭୁଲି ଯାଇଥିବାରୁ ଆଉ ଘରକୁ ଫେରିପାରିଲେ ନାହିଁ। ଖାଇବାକୁ ନ ପାଇ ସହରର ଏଗଳି ସେ ଗଳି ବୁଲୁଥିଲେ।

ହୃଦୟହୀନ ଏହି କଂକ୍ରିଟ୍‌ ଜଙ୍ଗଲ ଭିତରେ ଦେବଦୂତ ସାଜିଥିଲେ ଦିଲ୍ଲୀର ଲାଲା ଭବାନୀ। ତାଙ୍କ ଦୁଃଖ ସହି ନ ପାରି ଦିଲ୍ଲୀକୁ ନେଇ ଯାଇଥିଲେ। ସେ ତାଙ୍କୁ ନିଜ ଘରେ ପରିବାର ସଦସ୍ୟଙ୍କ ପରି ଲାଳନ ପାଳନ କରିଥିଲେ। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୧୨ ବର୍ଷ ଧରି ତୁଳସୀ ଦିଲ୍ଲୀରେ ରହିଥିଲେ। ତୁଳସୀ ତାଙ୍କ ଘରେ ରୋଷେୟା ଭାବେ କାମ କରୁଥିଲେ। ଘର କଥା ମୋନେ ପଡ଼ିଲେ ବି ଠିକଣା ଜାଣିନଥିବାରୁ ସେ ଫେରି ପାରୁନଥିଲେ। ଏପଟେ ଝିଅ ତୁଳସୀକୁ ନପାଇ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ।

ଦିନେ ହଠାତ୍‌ ସୋଶାଲ୍‌ ମିଡ଼ିଆରେ ନିଜ ପାରମ୍ପରିକ ନାଟକ ଦେଖି ତୁଳସୀଙ୍କର ପିଲା ଦିନ କଥା ମନେପଡ଼ି  ଯାଇଥିଲା। ଆଉ ମୋବାଇଲ ସ୍କ୍ରିନ୍‌ରେ ଘେନା ଭୂମିଆଙ୍କୁ ନେଇ ଫୋନ୍‌ କରିଥିଲେ। ପ୍ରଥମେ ନିଜର ପରିଚୟ ଦେଇ ରଘୁନାଥଙ୍କ ଝିଅ ତୁଳସୀ ବୋଲି କହିଥିଲେ। ଏବେ ସେ ଦିଲ୍ଲୀର ରାଜେନ୍ଦ୍ରନଗର ଶଙ୍କର ରୋଡ୍‌ ପ୍ଲୋଟନମ୍ବର-୧୧୫ରେ ଲାଲା ଭବାନୀଙ୍କ ଘରେ ଥିବା ଘେନାଙ୍କୁ କହିଥିଲେ। ଘେନା ତୁରନ୍ତ ତୁଳସୀଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ପରିବାର ଲୋକେ ମାଥିଲି ଥାନା ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ କହିଥିଲେ। ଏପରିକି ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିଲା।

ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ, ତୁଳସୀର ଭାଇ ଚକ୍ର ଭୂମିଆ ଓ ସ୍ଥାନୀୟ ପୁଲିସ ଦିଲ୍ଲୀ ଯାଇଥିଲେ। ସେମାନେ ଦିଲ୍ଲୀ ସରକାରଙ୍କର ଶ୍ରମ ବିଭାଗ ଓ ରେସିଡେଣ୍ଟ କମିଶନରଙ୍କୁ ପୂରା ଘଟଣା ସମ୍ପର୍କରେ କହିଥିଲେ। ଏହା ପରେ ପରିବାର ଲୋକେ ତୁଳସୀକୁ ଧରି ଗାଁକୁ ଫେରିଛନ୍ତି। ତୁଳସୀ ଗାଁରେ ପହଞ୍ଚିବା ପରେ ଲୋକେ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story