ସିଏମସି ବୈଠକରେ ଗର୍ଜିଲେ କର୍ପୋରେଟର, କହିଲେ-ବାଲି ଯାତ୍ରାକୁ ନେଇ ଚକ୍ରାନ୍ତ କରନି

କଟକ(ଓଡ଼ିଶା ରିପୋର୍ଟର): ବାଲିଯାତ୍ରା ପାଇଁ ସିଏମସି ପକ୍ଷରୁ ଡକାଯାଇଥିବା ବୈଠକରେ ତାତିଲେ ବିଜେଡି କର୍ପୋରେଟର। ପ୍ଲଟ ଦର ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ ଶାସକ ଦଳର କର୍ପୋରେଟର । ଗତ ବର୍ଷ ତୁଳନାରେ ଅହେତୁକ ଦରବୃଦ୍ଧି ସହ ଟେଣ୍ଡର ପ୍ରକ୍ରିୟାକୁ ଦୃଢ ବିରୋଧ କରିଥିଲେ କର୍ପୋରେଟର । ଏଭଳି ବ୍ୟବସାୟିକ ମନୋବୃତ୍ତି ରଖି ପ୍ରଶାସନ ନିଷ୍ପତ୍ତି ନେଲେ ଆଗାମୀ ଦିନରେ କେହି ବ୍ୟବସାୟୀ ବାଲିଯାତ୍ରା ଆସିବେ ନାହିଁ ବୋଲି କହିଥିଲେ । ବାଲିଯାତ୍ରା ଆମ ସଂସ୍କୃତି […]

cuttack

cuttack

Niharika Rout
  • Published: Friday, 21 October 2022
  • Updated: 21 October 2022, 09:18 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ବାଲିଯାତ୍ରା ପାଇଁ ସିଏମସି ପକ୍ଷରୁ ଡକାଯାଇଥିବା ବୈଠକରେ ତାତିଲେ ବିଜେଡି କର୍ପୋରେଟର। ପ୍ଲଟ ଦର ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ ଶାସକ ଦଳର କର୍ପୋରେଟର ।

ଗତ ବର୍ଷ ତୁଳନାରେ ଅହେତୁକ ଦରବୃଦ୍ଧି ସହ ଟେଣ୍ଡର ପ୍ରକ୍ରିୟାକୁ ଦୃଢ ବିରୋଧ କରିଥିଲେ କର୍ପୋରେଟର । ଏଭଳି ବ୍ୟବସାୟିକ ମନୋବୃତ୍ତି ରଖି ପ୍ରଶାସନ ନିଷ୍ପତ୍ତି ନେଲେ ଆଗାମୀ ଦିନରେ କେହି ବ୍ୟବସାୟୀ ବାଲିଯାତ୍ରା ଆସିବେ ନାହିଁ ବୋଲି କହିଥିଲେ ।

ବାଲିଯାତ୍ରା ଆମ ସଂସ୍କୃତି ଐତିହ୍ୟ ଓ ପରମ୍ପରା ସହ ଜଡିତ । କିନ୍ତୁ ପ୍ରଶାସନ ବ୍ୟବସାୟିକ ମନୋବୃତ୍ତି ନେଇ ବାଲିଯାତ୍ରା ଆୟୋଜନ ନ କରୁ ବୋଲି କର୍ପୋରେଟରମାନେ କହିଥିଲେ । ବୈଠକରେ ଏଭଳି ହୋ ହାଲ୍ଲା ପାଟିତୁଣ୍ଡ ଦେଖି ମେୟର କର୍ପୋରେଟରଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

[caption id="attachment_775336" align="aligncenter" width="650"]cuttack ସିଏମ୍‌ସି ବୈଠକରେ ଉପସ୍ଥିତ ପ୍ରଶାସନିକ ଅଧିକାରୀ ।[/caption]

ଅନ୍ୟପଟେ ଜିଲ୍ଲାପାଳ କହିଥିଲେ ପୂର୍ବରୁ ପ୍ଲଟ ଆବଣ୍ଟନରେ ଅନେକ ଅନିୟମିତତା ହେଉଥିଲା, ମିଡିଲମ୍ୟାନ ପ୍ଲଟ କିଣି ଚଢା ଦରରେ ବିକ୍ରୀ କରୁଥିଲେ । ହେଲେ ଏବେ ତାହା ଆଉ ହେ ନାହିଁ ଦର ବୃଦ୍ଧି ସେଭଳି ହୋଇନାହିଁ । ସବୁ ଦୃଷ୍ଟିରୁ ବିଚାର କରାଯାଇ ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ କହିଥିଲେ ।

କଟକ ବାଲିଯାତ୍ରା ବ୍ୟବସାୟୀ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ଦୃଢ ବିରୋଧ କରାଯାଇଛି।  ଏନେଇ ସଂଘ ପକ୍ଷରୁ ଗତକାଲି ନିଜ ପକ୍ଷ ରଖି କୁହାଯାଇଥିଲା, ଭୁବନେଶ୍ୱର ବାଲିଯାତ୍ରା ପାଇଁ ଜାଗା ସ୍କୋୟାର ଫୁଟ ୧୫ ଟଙ୍କାରେ ମିଳୁଥିବା ବେଳେ କଟକ ସହରରେ ଏହାକୁ ୫୦ ଟଙ୍କାରେ ନିଲାମୀ ଡକାଯାଉଛି। ଜିଲ୍ଲା ପ୍ରଶାସନ କଟକର ଭାଇଚାରାକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ଜିଲ୍ଲା ପ୍ରଶାସନ ନିଜ ନିଷ୍ପତ୍ତିରୁ ନ ଓହରିଲେ ବହୁ ସଂଖ୍ୟାରେ ବ୍ୟବସାୟୀ ଏହାକୁ ବର୍ଜନ କରିବେ। ବାଲିଯାତ୍ରା ପ୍ରତିବର୍ଷ ଯେପରି ସରସ ସୁନ୍ଦର ହୁଏ ତାକୁ ବିଗାଡ଼ିବାକୁ ଚକ୍ରାନ୍ତ କରାଯାଉଛି ବୋଲି କଟକ ବାଲିଯାତ୍ରା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story