ଅଘୋଷିତ ବିଦ୍ୟୁତ୍‌ କାଟକୁ ବିରୋଧ; ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ

କେନ୍ଦୁଝର: ବିଦ୍ୟୁତ୍‌ କାଟ୍ ପ୍ରତିବାଦରେ ବନ୍ଦ ପାଳନ।  କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଅାଜି ୧୨ ଘଣ୍ଟିଅା ବନ୍ଦ ପାଳନ କରୁଛନ୍ତି ସ୍ଥାନୀୟ ଲୋକେ। ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍ କାଟ୍ କାଟ୍ କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି ତେଲକୋଇବାସୀ ଏହି ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ପାଳନ ଯୋଗୁଁ ତେଲକୋଇରେ ଅାଜି ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ  ଓ ବିଭିନ୍ନ ଅନୁଷ୍ଠାନରେ ତାଲା ପଡ଼ିଛି। ସେହିଭଳି ଲୋକେ ଜଗମୋହନପୁରଠାରେ […]

telkoi

Rakesh Mallick
  • Published: Monday, 15 May 2017
  • , Updated: 15 May 2017, 09:36 AM IST

କେନ୍ଦୁଝର: ବିଦ୍ୟୁତ୍‌ କାଟ୍ ପ୍ରତିବାଦରେ ବନ୍ଦ ପାଳନ।  କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଅାଜି ୧୨ ଘଣ୍ଟିଅା ବନ୍ଦ ପାଳନ କରୁଛନ୍ତି ସ୍ଥାନୀୟ ଲୋକେ। ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍ କାଟ୍ କାଟ୍ କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି ତେଲକୋଇବାସୀ ଏହି ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ପାଳନ ଯୋଗୁଁ ତେଲକୋଇରେ ଅାଜି ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ  ଓ ବିଭିନ୍ନ ଅନୁଷ୍ଠାନରେ ତାଲା ପଡ଼ିଛି। ସେହିଭଳି ଲୋକେ ଜଗମୋହନପୁରଠାରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବାରୁ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି।

Related story