ଟ୍ୱିଟରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଟ୍ୱିଟର ଆକାଉଣ୍ଟ ଖୋଲି ସୋସିଆଲ୍ ମିଡିଆରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟର ଆକାଉଣ୍ଟ ଖୋଲି ପ୍ରଥମେ ଜୟ ଜଗନ୍ନାଥ ଟ୍ୱିଟ୍ କରିଛନ୍ତି। ଟ୍ୱିଟର ଆକାଉଣ୍ଟରେ ତାଙ୍କୁ ନବୀନ ଅଣ୍ଡରସ୍କୋର ଓଡ଼ିଶାରେ ଫଲୋ କରି ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ୱିଟର ଆକାଉଣ୍ଟ ଖୋଲିବା ପରେ ନବୀନଙ୍କ ଫଲୋଅରଙ୍କ ସଂଖ୍ୟା ଧିରେ ଧିରେ ବଢ଼ିଚାଲିଛି।

nabin-pattanyak

nabin-pattanyak

Rakesh Mallick
  • Published: Thursday, 10 September 2015
  • Updated: 10 September 2015, 07:15 AM IST

Sports

Latest News

nabin-pattanyakଭୁବନେଶ୍ୱର: ଟ୍ୱିଟର ଆକାଉଣ୍ଟ ଖୋଲି ସୋସିଆଲ୍ ମିଡିଆରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟର ଆକାଉଣ୍ଟ ଖୋଲି ପ୍ରଥମେ ଜୟ ଜଗନ୍ନାଥ ଟ୍ୱିଟ୍ କରିଛନ୍ତି। ଟ୍ୱିଟର ଆକାଉଣ୍ଟରେ ତାଙ୍କୁ ନବୀନ ଅଣ୍ଡରସ୍କୋର ଓଡ଼ିଶାରେ ଫଲୋ କରି ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ୱିଟର ଆକାଉଣ୍ଟ ଖୋଲିବା ପରେ ନବୀନଙ୍କ ଫଲୋଅରଙ୍କ ସଂଖ୍ୟା ଧିରେ ଧିରେ ବଢ଼ିଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos