ଅଢ଼େଇ ବର୍ଷ ଶିଶୁର ତଣ୍ଟିରେ ପଶିଗଲା ତାୱା ବେଣ୍ଟ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଖେଳୁ ଖେଳୁ ଅଢ଼େଇ ବର୍ଷର ଶିଶୁର ତଣ୍ଟିରେ ପଶି ଗଲା ତାୱାର ବେଣ୍ଟ। ଘଟଣାଟି ଘଟିଛି ଝାରସୁଗୁଡ଼ା ଜିଲ୍ଲା କିମିରା ବ୍ଲକ୍‌ର ପତ୍ରାପଲିରେ। ସୂଚନା ଅନୁସାରେ, ଅଢ଼େଇ ବର୍ଷର ଅମିତ ଗୁରୁ ପତ୍ରାପଲିରେ ଥିବା ତାଙ୍କ ମାମୁଁ ଘରକୁ ଯାଇଥିଲେ। ସେଠାରେ ସେ ଏକ ତାୱା ଧରି ଖେଳୁଥିଲେ। ଖେଳିବା ବେଳେ କୌଣସି ପ୍ରକାର ତାୱାର ବେଣ୍ଟ ତାଙ୍କ ତଣ୍ଟିରେ ପଶି ଯାଇଥିଲା। ଘର ଲୋକେ ଏହାକୁ ତାଙ୍କ ତଣ୍ଟିରୁ କାଢ଼ି ପାରି […]

jharsuguda child

jharsuguda child

Ordigital Desk
  • Published: Monday, 06 August 2018
  • Updated: 06 August 2018, 12:43 PM IST

Sports

Latest News

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଖେଳୁ ଖେଳୁ ଅଢ଼େଇ ବର୍ଷର ଶିଶୁର ତଣ୍ଟିରେ ପଶି ଗଲା ତାୱାର ବେଣ୍ଟ। ଘଟଣାଟି ଘଟିଛି ଝାରସୁଗୁଡ଼ା ଜିଲ୍ଲା କିମିରା ବ୍ଲକ୍‌ର ପତ୍ରାପଲିରେ।

ସୂଚନା ଅନୁସାରେ, ଅଢ଼େଇ ବର୍ଷର ଅମିତ ଗୁରୁ ପତ୍ରାପଲିରେ ଥିବା ତାଙ୍କ ମାମୁଁ ଘରକୁ ଯାଇଥିଲେ। ସେଠାରେ ସେ ଏକ ତାୱା ଧରି ଖେଳୁଥିଲେ। ଖେଳିବା ବେଳେ କୌଣସି ପ୍ରକାର ତାୱାର ବେଣ୍ଟ ତାଙ୍କ ତଣ୍ଟିରେ ପଶି ଯାଇଥିଲା।

ଘର ଲୋକେ ଏହାକୁ ତାଙ୍କ ତଣ୍ଟିରୁ କାଢ଼ି ପାରି ନଥିଲେ। ସେମାନେ ଅମିତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ମଧ୍ୟ କାଢ଼ି ପାରି ନଥିଲେ। ତେଣୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା ନେଇ ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଅମିତଙ୍କ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ବିନା ଅସ୍ତ୍ରୋପଚାରରେ ତାଙ୍କ ତଣ୍ଟିରୁ ତାୱା ବେଣ୍ଟକୁ କଢ଼ାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story