ଆମେ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେବୁ , ଦଉଡ଼ିଲେ କର୍ମଚାରୀ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ମୋଦିପଡା ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେବା ଧମକ ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି।  ଅଭିଯୋଗ ଅନୁସାରେ ଏକ ତେଲବୋଝେଇ କଣ୍ଟେନର  ପେଟ୍ରୋଲ ପମ୍ପ  ପରିସରରେ ଥିଲା।  ଏହି ସମୟରେ ୨ ଜଣ ଯୁବକ ଆସି  ଟଙ୍କା ମାଗିଥିଲେ। ତେବେ ଟଙ୍କା ନ ଦେବାରୁ ତେଲ  ବୋଝେଇ ଟ୍ୟାଙ୍କରେ ନିଆଁ ଲଗାଇ ଦେବା ପାଇଁ  ଚେତାବନୀ ଦେଇଥିଲେ । ଦିଆସିଲି ବାହାର କରି ଧମକାଉଥିଲେ ବୋଲି ପେଟ୍ରୋଲ […]

6nmb

6nmb

Tapas Behera
  • Published: Monday, 28 December 2020
  • Updated: 28 December 2020, 03:45 PM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ମୋଦିପଡା ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେବା ଧମକ ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି।  ଅଭିଯୋଗ ଅନୁସାରେ ଏକ ତେଲବୋଝେଇ କଣ୍ଟେନର  ପେଟ୍ରୋଲ ପମ୍ପ  ପରିସରରେ ଥିଲା।  ଏହି ସମୟରେ ୨ ଜଣ ଯୁବକ ଆସି  ଟଙ୍କା ମାଗିଥିଲେ।

ତେବେ ଟଙ୍କା ନ ଦେବାରୁ ତେଲ  ବୋଝେଇ ଟ୍ୟାଙ୍କରେ ନିଆଁ ଲଗାଇ ଦେବା ପାଇଁ  ଚେତାବନୀ ଦେଇଥିଲେ । ଦିଆସିଲି ବାହାର କରି ଧମକାଉଥିଲେ ବୋଲି ପେଟ୍ରୋଲ ପମ୍ପର କିଛି କର୍ମଚାରୀ ଅଭିଯୋଗ କରିଛନ୍ତି। କିଛି କର୍ମଚାରୀ ଭୟରେ  ଘଟଣାସ୍ଥଳରୁ ଦୂରକୁ ପଲାଇ ଯାଇଥିଲେ। ଏ ନେଇ ପେଟ୍ରୋଲ ପମ୍ପର କର୍ମଚାରୀ  ଟାଉନ ଥାନାକୁ ଖବର  ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଂଚି ୨ ଜଣଙ୍କୁ ଗିରଫ କରି ନେଇଥିଲା । ତେବେ  ଅଭିଯୁକ୍ତ ମାନେ ସ୍ଥାନୀୟ ଅଂଚଳ ର ହୋଇଥିବା ବେଳେ  ସେ ନେଇ ଅଧିକ   ତଦନ୍ତ ଆରମ୍ଭ କରିଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story