ନକଲି ସୁନାଇଟା ଦେଇ ନେଇଯାଇଥିଲେ ୫ ଲକ୍ଷ, ଧରାପଡ଼ିଲେ‌

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ନକଲି ସୁନାଇଟା ଦେଇ ବ୍ୟବସାୟୀଙ୍କଠାରୁ ଲୁଟି ନେଇଥିଲେ ୫ ଲକ୍ଷ ଟଙ୍କା। ହେଲେ ଧରାପଡ଼ିଲେ। କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ ଘଟିଛି ଏହି ଘଟଣା। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଚୌଦ୍ୱାର ତଳ ବଜାରର ବିଜୟ ବେହେରା ଓ ଓଟିଏମ୍ କଲୋନୀର ସଂଗ୍ରାମ ମହନ୍ତ। ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୪୫ହଜାର ଟଙ୍କା, ୯ ଶହ ଗ୍ରାମ ଓଜନର ଏକ ନକଲି ସୁନାଇଟା ଓ […]

563

563

Ranjit Kumar Jena
  • Published: Thursday, 29 October 2020
  • Updated: 29 October 2020, 12:53 PM IST

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ନକଲି ସୁନାଇଟା ଦେଇ ବ୍ୟବସାୟୀଙ୍କଠାରୁ ଲୁଟି ନେଇଥିଲେ ୫ ଲକ୍ଷ ଟଙ୍କା। ହେଲେ ଧରାପଡ଼ିଲେ। କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ ଘଟିଛି ଏହି ଘଟଣା।

ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଚୌଦ୍ୱାର ତଳ ବଜାରର ବିଜୟ ବେହେରା ଓ ଓଟିଏମ୍ କଲୋନୀର ସଂଗ୍ରାମ ମହନ୍ତ। ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୪୫ହଜାର ଟଙ୍କା, ୯ ଶହ ଗ୍ରାମ ଓଜନର ଏକ ନକଲି ସୁନାଇଟା ଓ ୨ଟି ମୋବାଇଲ ଫୋନ୍ ଜବତ କରାଯାଇଛି।

ଗତ ୨୬ ତାରିଖରେ ଚୌଦ୍ୱାରର ସୁଜିତ୍ କୁମାର ମହାରଣା ନାମକ ଜଣେ ଯୁବକଙ୍କୁ ଏହି ଦୁଇ ଅଭିଯୁକ୍ତ ଏକ ସୁନା ଇଟା ବିକ୍ରି କରି ୫ ଲକ୍ଷ ଟଙ୍କା ନେଇଥିଲେ। ତେବେ ଟେଷ୍ଟିଂ ବେଳେ ତାହା ପିତ୍ତଳ ବୋଲି ଜଣା ପଡ଼ିଥିଲା

ସୂଚନା ଥାଉ କି, କିଛି ଦିନ ତଳେ ବିଶ୍ୱାସ ଜନ୍ମାଇବା ପାଇଁ ଅଭିଯୁକ୍ତ ଦ୍ୱୟ ଟେଷ୍ଟିଂ ପାଇଁ ସୁଜିତ୍‌ଙ୍କୁ ଏକ ଅସଲି ସୁନା ଦେଇଥିଲେ।

ସୁଜିତ୍‌ଙ୍କ ଅଭିଯୋଗ କ୍ରମେ ପୁଲିସ୍ ଘଟଣାର ତଦନ୍ତ କରି ବିଜୟ ଓ ସଂଗ୍ରାମକୁ ଗିରଫ କରିଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ବିରଞ୍ଚି ନାରାୟଣ ପତି ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story