ସୁଧାରଗୃହରୁ ଦୁଇ ବାଂଲାଦେଶୀ ରୂପଜୀବୀ ଚମ୍ପଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେକ୍ସ ରାକେଟ ଚଳାଇବା ଅଭଯୋଗରେ ଉଦ୍ଧାର ହୋଇଥିବା ଦୁଇ ବାଂଲାଦେଶୀ ଯୁବତୀ ଚମ୍ପଟ ମାରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛି। ବର୍ଷକ ତଳେ ଲିଙ୍ଗରାଜ ଥାନା ଅଞ୍ଚଳରେ ଏକ ଘରେ ପୁଲିସ ଚଢ଼ଉ କରି ୮ ଜଣଙ୍କୁ ଉଦ୍ଧାର କରିଥିଲା। ଏମାନେ ସମସ୍ତେ ସେକ୍ସ ରାକେଟ୍‌ କାରବାରରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଉଦ୍ଧାର ହୋଇଥିବା ୮ ଜଣଙ୍କ ଭିତରୁ ୨ ଜଣ ବାଂଲାଦେଶୀ ଯୁବତୀ ଥିଲେ। […]

sex

sex

Manoranjan Sial
  • Published: Friday, 22 January 2021
  • Updated: 22 January 2021, 07:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେକ୍ସ ରାକେଟ ଚଳାଇବା ଅଭଯୋଗରେ ଉଦ୍ଧାର ହୋଇଥିବା ଦୁଇ ବାଂଲାଦେଶୀ ଯୁବତୀ ଚମ୍ପଟ ମାରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛି।

ବର୍ଷକ ତଳେ ଲିଙ୍ଗରାଜ ଥାନା ଅଞ୍ଚଳରେ ଏକ ଘରେ ପୁଲିସ ଚଢ଼ଉ କରି ୮ ଜଣଙ୍କୁ ଉଦ୍ଧାର କରିଥିଲା। ଏମାନେ ସମସ୍ତେ ସେକ୍ସ ରାକେଟ୍‌ କାରବାରରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଉଦ୍ଧାର ହୋଇଥିବା ୮ ଜଣଙ୍କ ଭିତରୁ ୨ ଜଣ ବାଂଲାଦେଶୀ ଯୁବତୀ ଥିଲେ। ସେମାନଙ୍କୁ ଜଟଣୀ ଅଞ୍ଚଳର ଏକ ସୁଧାର ଗୃହରେ ରଖାଯାଇଥିଲା। ସେମାନେ ସେଠାରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story