ଛାଡ଼ିଲେ ବନ୍ଧୁକ, ସମାଜର ମୁଖ୍ୟତ୍ସୋତକୁ ଫେରିବାକୁ କଲେ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ୨ କ୍ୟାଡର ମାଓବାଦୀ ଆତ୍ମସର୍ମପଣ କରିଛନ୍ତି। ସେମାନ ହେଲେ  ସୂର୍ଯ୍ୟ ଓ ମାଳତୀ। ଉଭୟେ ବୈପାରୀଗୁଡ଼ା ଦଳମର ସଦସ୍ୟ ଥିଲେ। ସୂର୍ଯ୍ୟ କମାଣ୍ଡର ଓ ମହିଳା ମାଓବାଦୀ ମାଳତୀ ଡେପୁଟି କମାଣ୍ଡର ଥିଲେ। ସୂର୍ଯ୍ୟଙ୍କୁ ଧରାଇ ଦେବା ପାଇଁ ୫ଲକ୍ଷ ଟଙ୍କା ଓ ମାଳତୀ ପାଇଁ ୪ଲକ୍ଷ ଟଙ୍କାର ପୁରସ୍କାର  ଘୋଷଣା କରାଯାଇଥିଲା।  

malkangiri

Rakesh Mallick
  • Published: Wednesday, 07 June 2017
  • , Updated: 07 June 2017, 01:15 PM IST

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ୨ କ୍ୟାଡର ମାଓବାଦୀ ଆତ୍ମସର୍ମପଣ କରିଛନ୍ତି। ସେମାନ ହେଲେ  ସୂର୍ଯ୍ୟ ଓ ମାଳତୀ। ଉଭୟେ ବୈପାରୀଗୁଡ଼ା ଦଳମର ସଦସ୍ୟ ଥିଲେ। ସୂର୍ଯ୍ୟ କମାଣ୍ଡର ଓ ମହିଳା ମାଓବାଦୀ ମାଳତୀ ଡେପୁଟି କମାଣ୍ଡର ଥିଲେ।

ସୂର୍ଯ୍ୟଙ୍କୁ ଧରାଇ ଦେବା ପାଇଁ ୫ଲକ୍ଷ ଟଙ୍କା ଓ ମାଳତୀ ପାଇଁ ୪ଲକ୍ଷ ଟଙ୍କାର ପୁରସ୍କାର  ଘୋଷଣା କରାଯାଇଥିଲା।

 

Related story