ନୟାଗଡ଼: ପୋଖରୀରେ ବୁଡ଼ି ୨ ବାଳକ ମୃତ

ନୟାଗଡ଼: ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ୨ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ନୟାଗଡ଼ ରଣପୁର ବ୍ଲକ ଶିଖରପୁରରେ। ମୃତ ଶିଶୁ ହେଲେ ଶୁଭମ ପରିଡ଼ା(୮) ଏବଂ ସିପୁ ପରିଡା (୩)ବର୍ଷ। ଦୁଇଟିଯାକ ମୃତଦେହକୁ ଉଦ୍ଧାର କରାଯାଇଛି। ସିପୁ ପରିଡାଙ୍କ ମୃତଦେହ ରଣପୁର ଡାକ୍ତରଖାନାରେ ରଖାଯାଇଛି।

n

Rakesh Mallick
  • Published: Saturday, 09 January 2016
  • , Updated: 09 January 2016, 09:24 AM IST

Related story