ହାତ ଧରାଧରି ହୋଇ ବୁଡ଼ିଗଲେ ଭାଇ ଓ ଭଉଣୀ!

ଭଦ୍ରକ(ପାର୍ଥସାରଥୀ ନାୟକ): ପାଣିରେ କୁନି ଭାଇ ବୁଡି ଯାଉଥିଲା। ତାକୁ ବଞ୍ଚାଇବାକୁ ଯାଇ ବଡ଼ ଭଉଣୀ ନଦୀ ଗର୍ଭକୁ ଯାଇଥିଲେ। କିନ୍ତୁ ଉଦ୍ଧାର କରିପାରୁନଥିଲେ। ହାତ ଧରା ଧରି ହୋଇ ପାଣିରେ ବୁଡ଼ିଗଲେ ଭାଇ ଓ ଭଉଣୀ। ଆଜି ଏମିତି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ସୋହଡ଼ା ପଞ୍ଚାୟତର ଗୌରଙ୍ଗପୁର ଗାଁରେ। ଗୌରଙ୍ଗପୁର ଗାଁର ମନ୍ମଥ ଦାସଙ୍କ ୫ ବର୍ଷର ପୁଅ ଜ୍ଞାନ ରଞ୍ଜନ ଓ ୧୦ ବର୍ଷର ଝିଅ ବର୍ଷା ପ୍ରିୟଦର୍ଶିନୀ […]

bhadrak

bhadrak

Manoranjan Sial
  • Published: Thursday, 15 April 2021
  • Updated: 15 April 2021, 07:45 PM IST

Sports

Latest News

ଭଦ୍ରକ(ପାର୍ଥସାରଥୀ ନାୟକ): ପାଣିରେ କୁନି ଭାଇ ବୁଡି ଯାଉଥିଲା। ତାକୁ ବଞ୍ଚାଇବାକୁ ଯାଇ ବଡ଼ ଭଉଣୀ ନଦୀ ଗର୍ଭକୁ ଯାଇଥିଲେ। କିନ୍ତୁ ଉଦ୍ଧାର କରିପାରୁନଥିଲେ। ହାତ ଧରା ଧରି ହୋଇ ପାଣିରେ ବୁଡ଼ିଗଲେ ଭାଇ ଓ ଭଉଣୀ। ଆଜି ଏମିତି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ସୋହଡ଼ା ପଞ୍ଚାୟତର ଗୌରଙ୍ଗପୁର ଗାଁରେ।

ଗୌରଙ୍ଗପୁର ଗାଁର ମନ୍ମଥ ଦାସଙ୍କ ୫ ବର୍ଷର ପୁଅ ଜ୍ଞାନ ରଞ୍ଜନ ଓ ୧୦ ବର୍ଷର ଝିଅ ବର୍ଷା ପ୍ରିୟଦର୍ଶିନୀ ମଉଷା ଘରକୁ ବୁଲିବାକୁ ଯାଇଥିଲେ। ଆଜି ଭାଇ-ଭଉଣୀ ଚାଲି ଚାଲି ଘରକୁ ଫେରୁଥିଲେ। ବୈତରଣୀରେ ନିର୍ମାଣାଧୀନ ବ୍ରିଜ୍‌ ନିକଟରେ ଥିବା ଗଣ୍ଡରେ ଖସି ପଡ଼ିଥିଲେ ଜ୍ଞାନ। ମାତ୍ର ସେ ପାଣିରୁ ବାହାରି ପାରିନଥିଲେ।

[caption id="attachment_635966" align="aligncenter" width="650"]bhadrak ନଦୀ ପଠାରେ ପଡ଼ିଛି ଭାଇ ଓ ଭଉଣୀଙ୍କ ମୃତଦେହ[/caption]

ପାଣିରୁ ସାନ ଭାଇକୁ ଉଦ୍ଧାର ପାଇଁ ଗଣ୍ଡକୁ ଡେଇଁଥିଲେ ବଡ଼ ଭଉଣୀ ବର୍ଷା। ହେଲେ ସେ ସାନ ଭାଇକୁ ଉଦ୍ଧାର କରିପାରିନଥିଲେ। ଉଭୟ ଭାଇ ଓ ଭଉଣୀ ହାତ ଧରାଧରି ହୋଇ ଗଣ୍ଡରେ ବୁଡ଼ିଗଲେ। ଭାଇ-ଭଉଣୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକ ନଦୀ ଗର୍ଭକୁ ଡେଇଁଥିଲେ। ପରେ ସେମାନଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇସାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story