ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ

ନୟାଗଡ଼(ଓଡ଼ିଶା ରିପୋର୍ଟର): ଆଜି ଗଣେଶ ପୂଜାରେ ଘଟିଛି ଅଘଟଣ। ପାଣିରେ ବୁଡ଼ି ୨ ଭାଇ ମୃତ। ସଦର ଥାନା ଖୁଣ୍ଟବନ୍ଧ ପଞ୍ଚାୟତ ସଠିଆପଲ୍ଲୀରେ ଘଟିଛି ଏହି ଅଘଟଣ। ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଯିବାରୁ ସେମାନେ ପ୍ରାଣ ହରାଇଛନ୍ତି। ସେମାନଙ୍କ ବୟସ  ୮ ବର୍ଷ ଓ ୩ ବର୍ଷ। ମୃତକ ନାବାଳକ ଦ୍ୱୟ ହେଲେ ଚନ୍ଦ୍ର ଶେଖର ସ୍ୱାଇଁ ଏବଂ ରୁଦ୍ର ମାଧମ ସ୍ୱାଇଁ। ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ […]

water

water

Niranjan Mishra
  • Published: Wednesday, 31 August 2022
  • Updated: 31 August 2022, 09:20 PM IST

Sports

Latest News

ନୟାଗଡ଼(ଓଡ଼ିଶା ରିପୋର୍ଟର): ଆଜି ଗଣେଶ ପୂଜାରେ ଘଟିଛି ଅଘଟଣ। ପାଣିରେ ବୁଡ଼ି ୨ ଭାଇ ମୃତ। ସଦର ଥାନା ଖୁଣ୍ଟବନ୍ଧ ପଞ୍ଚାୟତ ସଠିଆପଲ୍ଲୀରେ ଘଟିଛି ଏହି ଅଘଟଣ। ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଯିବାରୁ ସେମାନେ ପ୍ରାଣ ହରାଇଛନ୍ତି। ସେମାନଙ୍କ ବୟସ  ୮ ବର୍ଷ ଓ ୩ ବର୍ଷ।

ମୃତକ ନାବାଳକ ଦ୍ୱୟ ହେଲେ ଚନ୍ଦ୍ର ଶେଖର ସ୍ୱାଇଁ ଏବଂ ରୁଦ୍ର ମାଧମ ସ୍ୱାଇଁ। ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଚଲାଇଛି। ପୋଖରୀ ତୁଠରେ ଗୋଡ଼ ଖସି ଯିବାରୁ କିମ୍ବା ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଦୁଇଜଣ ଯାକ ପାଣିରେ ବୁଡ଼ିଯାଇଥିବା ଅଶଙ୍କା କରାଯାଉଛି।

ଗ୍ରାମବାସୀଙ୍କ କହିବା କଥା, ଅପରାହ୍ନରେ ଦୁହେଁ ଗଣେଶ ପୂଜା ଭୋଜି ଖାଇବା ପରେ ଗାଁ ନିକଟ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ପୋଖରୀ ଉପରେ ସେମାନଙ୍କ ଚପଲ ଓ ଗାମୁଛା ପଡ଼ିଥିବା ଦେଖିବା ପରେ ଘର ଲୋକଙ୍କୁ ଖବର ଦେଇଥିଲେ। ଘର ଲୋକ ପହଞ୍ଚିବା ପରେ ପାଣି ଭିତରେ ପଶି ଖୋଜାଖଜି ଆରମ୍ଭ ହୋଇଥିଲା। ଏହି ସମୟରେ ସେମାନଙ୍କୁ ଛାତିଏ ପାଣି ତଳେ ବୁଡ଼ି ରହିଥିବା ବେଳେ ଉଦ୍ଧାର କରାଯାଇଥିଲା। ତୁରନ୍ତ ସେମାନଙ୍କୁ ନୟାଗଡ଼ ମେଡିକାଲରେ ନିଆ ଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story