ଜେଲ ଦଣ୍ଡ ଭୋଗୁଛନ୍ତି ଗଞ୍ଜା!

ମାଲକାନଗିରି (ଜିତେନ୍ଦ୍ର ବେଉରା): ୨୫ ଦିନ ହେଲା ଜେଲ୍‌ ଦଣ୍ଡ ଭୋଗୁଛନ୍ତି ଦୁଇ ଗଞ୍ଜା! କୋର୍ଟଙ୍କ ରାୟକୁ ଅପେକ୍ଷା କରିଛନ୍ତି! କଥାଟି ଅଜବ ଲାଗିଲେ ମଧ୍ୟ ସତ। ଏପରି ବିରଳ ଘଟଣା ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ରାଜ୍ୟରେ ଦେଖିବାକୁ ମିଳିଛି। ପୂରା ଘଟଣାଟି ଏମିତି। ତେଲେଙ୍ଗାନା ରାଜ୍ୟରେ ପୋଙ୍ଗଲ୍‌ ଉପଲକ୍ଷେ କୁକୁଡ଼ା ଲଢେ଼ଇ ହୋଇଥାଏ। ସେଥିପାଇଁ ଖମମ ଜିଲ୍ଲା ବାନାପୁରମ ଗାଁରେ ଜାନୁଆରୀ ୧୦ ତାରିଖରେ କୁକୁଡ଼ା ଗାଲି (ଜୁଆ ଖେଳ) ଚାଲିଥିଲା। ପୁଲିସ ଜାଣିପାରି ସେଠାରେ […]

ganja

ganja

Manoranjan Sial
  • Published: Monday, 08 February 2021
  • Updated: 08 February 2021, 07:06 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ୨୫ ଦିନ ହେଲା ଜେଲ୍‌ ଦଣ୍ଡ ଭୋଗୁଛନ୍ତି ଦୁଇ ଗଞ୍ଜା! କୋର୍ଟଙ୍କ ରାୟକୁ ଅପେକ୍ଷା କରିଛନ୍ତି! କଥାଟି ଅଜବ ଲାଗିଲେ ମଧ୍ୟ ସତ। ଏପରି ବିରଳ ଘଟଣା ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ରାଜ୍ୟରେ ଦେଖିବାକୁ ମିଳିଛି।

ପୂରା ଘଟଣାଟି ଏମିତି। ତେଲେଙ୍ଗାନା ରାଜ୍ୟରେ ପୋଙ୍ଗଲ୍‌ ଉପଲକ୍ଷେ କୁକୁଡ଼ା ଲଢେ଼ଇ ହୋଇଥାଏ। ସେଥିପାଇଁ ଖମମ ଜିଲ୍ଲା ବାନାପୁରମ ଗାଁରେ ଜାନୁଆରୀ ୧୦ ତାରିଖରେ କୁକୁଡ଼ା ଗାଲି (ଜୁଆ ଖେଳ) ଚାଲିଥିଲା। ପୁଲିସ ଜାଣିପାରି ସେଠାରେ ଚଢ଼ଉ କରି ଦୁଇ ଜୁଆଡିଙ୍କୁ ଧରିଥିଲା। ଏଥିସହ ଦୁଇ ଜୁଆଡ଼ିଙ୍କର ଦୁଇ ଗଞ୍ଜାକୁ ମଧ୍ୟ ଜବତ କରିଥିଲା। ପରେ ଦୁଇ ଜୁଆଡ଼ି ଓ ଗଞ୍ଜାମାନଙ୍କୁ କୋର୍ଟ ଚାଲାଣ କରିଥିଲା ପୁଲିସ।

କୋର୍ଟରୁ ଜାମିନ ପାଇବା ପରେ ଦୁଇ ଜୁଆଡ଼ି ଘରକୁ ଫେରିଗଲେ। ହେଲେ ଦୁଇ ଗଞ୍ଜାଙ୍କ ଜାମିନ କଥା ଭୁଲିଗଲେ। ନିଜ ଜୀବନକୁ ବାଜି ଲଗାଇ ମାଲିକଙ୍କ ପକେଟ ଗରମ କରୁଥିବା ଦୁଇ ଗଞ୍ଜା ଏବେ ଅଲୋଡ଼ା ହୋଇପଡ଼ିଛନ୍ତି। ୨୫ ଦିନ ହେଲା ଜେଲରେ ଦିନ ଅତିବାହିତ କରୁଛନ୍ତି।

ପୁଲିସର କହିବା ଅନୁସାରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଦୁଇ ଗଞ୍ଜାକୁ ନିଲାମ କରାଯିବ। ଯିଏ ଅଧିକ ଡାକ ଡାକିବ, ସିଏ ଏହି ଦୁଇ ଗଞ୍ଜାକୁ ନେବ ବୋଲି ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story