ରାଜଧାନୀରେ ପୁଣି ଫୁଟିଲା ଗୁଳି, ୨ ଗୁରୁତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର। ଆଜି ପୁଣି ଫୁଟିଛି ଗୁଳି। ଟଙ୍କପାଣିରୋଡ଼ ବ୍ରିଜ୍ ନିକଟରେ ଏହି ଗୁଳିମାଡ଼ ହୋଇଛି। ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଏକ କାର୍‌ରେ ଦୁର୍ବୃତ୍ତମାନେ ଆସି ୪ ରାଉଣ୍ଡ ଗୁଳି ଫୁଟାଇ ପଳାଇ ଯାଇଛନ୍ତି। ଫଳରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ନାଁ ସୁଶାନ୍ତ ଭୋଇ ବୋଲି ଜଣାପଡ଼ିଛି। ମାତ୍ର କେଉଁ କାରଣରୁ […]

firing

firing

Jyoshna Pradhan
  • Published: Sunday, 02 September 2018
  • Updated: 02 September 2018, 12:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର। ଆଜି ପୁଣି ଫୁଟିଛି ଗୁଳି। ଟଙ୍କପାଣିରୋଡ଼ ବ୍ରିଜ୍ ନିକଟରେ ଏହି ଗୁଳିମାଡ଼ ହୋଇଛି। ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି।

ଏକ କାର୍‌ରେ ଦୁର୍ବୃତ୍ତମାନେ ଆସି ୪ ରାଉଣ୍ଡ ଗୁଳି ଫୁଟାଇ ପଳାଇ ଯାଇଛନ୍ତି। ଫଳରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ନାଁ ସୁଶାନ୍ତ ଭୋଇ ବୋଲି ଜଣାପଡ଼ିଛି। ମାତ୍ର କେଉଁ କାରଣରୁ ଗୁଳିକାଣ୍ଡ ଘଟିଛି, ତାହା ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story