ନଈରୁ ଦୁଇଟି ମୃତଦେହ ଉଦ୍ଧାର

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକର ଭିନ୍ନ ଭିନ୍ନ ସ୍ଥାନରୁ ନଦୀରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ଭଦ୍ରକ ଧାମନଗର ବ୍ଲକ୍‌ ଅଞ୍ଚଳରେ ପ୍ରବାହିତ କୋଚିଳା ନଦୀର ତିନି ଘରିଆ ଘାଟ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ପାଣିରେ ଭାସୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତକ ହେଲେ ସନ୍ତୋଷ ରାଉତ। ତାଙ୍କ ଘର ପଧାନୀ ପଞ୍ଚାୟତ ଆଠଘରିଆ ଗାଁରେ। ସେ ଗତ ୨୫ ତାରିଖରେ ଶୌଚ ପାଇଁ ନଦୀପଠାକୁ ଯାଇ […]

deadbody,,,,,

deadbody,,,,,

Tapaswini Nayak
  • Published: Thursday, 27 September 2018
  • Updated: 27 September 2018, 11:47 AM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକର ଭିନ୍ନ ଭିନ୍ନ ସ୍ଥାନରୁ ନଦୀରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି।

ଆଜି ସକାଳେ ଭଦ୍ରକ ଧାମନଗର ବ୍ଲକ୍‌ ଅଞ୍ଚଳରେ ପ୍ରବାହିତ କୋଚିଳା ନଦୀର ତିନି ଘରିଆ ଘାଟ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ମୃତଦେହ ପାଣିରେ ଭାସୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତକ ହେଲେ ସନ୍ତୋଷ ରାଉତ। ତାଙ୍କ ଘର ପଧାନୀ ପଞ୍ଚାୟତ ଆଠଘରିଆ ଗାଁରେ।

ସେ ଗତ ୨୫ ତାରିଖରେ ଶୌଚ ପାଇଁ ନଦୀପଠାକୁ ଯାଇ ଫେରି ନ ଥିଲେ।

ସେହିପରି ଭଦ୍ରକ ସାଳନ୍ଦୀ ନଦୀର ଧନାଟୋଲା ବିଜ୍ର ନିକଟରେ ଦଳଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos