ଦୁଇ ଗାଁ ମଧ୍ୟରେ ରକ୍ତାକ୍ତ ସଂଘର୍ଷ: ଗଲା ୨ ଜୀବନ

ଆଠଗଡ଼(ନୀଳକଣ୍ଠ ଦୋରା): ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦ ଆଜି ଉଗ୍ରରୂପ ଧାରଣ କରିଛି। ଏକ ମୁଣ୍ଡିଆ ଜମିକୁ ନେଇ ଦୁଇଟି ଗାଁ ମଧ୍ୟରେ ହୋଇଛି ରକ୍ତାକ୍ତ ସଂଘର୍ଷ। ଗୁଳି ଫୁଟିଛି। ବୋମା ବି ଫୁଟିଛି। ଆଉ ଏଥିରେ ଚାଲି ଯାଇଛି ଦୁଇଟି ଜୀବନ। ୧୦ରୁ ଅଧିକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଏପରି ଏକ ଘଟଣା ଘଟିଛି କଟକ ଜିଲ୍ଲା ବଡ଼ମ୍ୱା ବ୍ଲକରେ। ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ୱର ମହାନ୍ତିଙ୍କ କହିବା ଅନୁସାରେ ଭାଗବତପୁର ଗାଁରେ ଏକ […]

cuttack

cuttack

Manoranjan Sial
  • Published: Tuesday, 06 April 2021
  • Updated: 06 April 2021, 04:48 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦ ଆଜି ଉଗ୍ରରୂପ ଧାରଣ କରିଛି। ଏକ ମୁଣ୍ଡିଆ ଜମିକୁ ନେଇ ଦୁଇଟି ଗାଁ ମଧ୍ୟରେ ହୋଇଛି ରକ୍ତାକ୍ତ ସଂଘର୍ଷ। ଗୁଳି ଫୁଟିଛି। ବୋମା ବି ଫୁଟିଛି। ଆଉ ଏଥିରେ ଚାଲି ଯାଇଛି ଦୁଇଟି ଜୀବନ। ୧୦ରୁ ଅଧିକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଏପରି ଏକ ଘଟଣା ଘଟିଛି କଟକ ଜିଲ୍ଲା ବଡ଼ମ୍ୱା ବ୍ଲକରେ।

ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ୱର ମହାନ୍ତିଙ୍କ କହିବା ଅନୁସାରେ ଭାଗବତପୁର ଗାଁରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଆସିଛି।  ତେଣୁ ସ୍କୁଲ ପାଖ ପଡ଼ିଆରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରିବା ପାଇଁ ଗାଁ ଲୋକେ ଆଜି ସଫାସଫି କରୁଥିଲେ। ଏହି ସମୟରେ ବୁଢ଼ାପଙ୍କ ଗାଁ ଲୋକମାନେ ସେମାନଙ୍କୁ ବିରୋଧ କରିଥିଲେ। ଫଳରେ ଦୁଇ ଗାଁ ଲୋକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ।

ଏହା ପରେ ବୁଢ଼ାପଙ୍କ ଗାଁ ଲୋକମାନେ ଭାଗବତପୁର ଗାଁ ଭିତରେ ପଶି ବୋମା ଫିଙ୍ଗିବା ସହିତ ଗୁଳି ଚାଳନା କରିଥିଲେ। ଫଳରେ ଭାଗବତପୁର ଗାଁର ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ମାଣିଆବନ୍ଧ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଶ୍ୱିନୀ ପାଳଙ୍କ ମୃତ୍ୟୁ ଘଟିଥିଲା। ତେବେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ SCBକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ରାସ୍ତାରେ ପବିତ୍ର ଆରୁଖ(୨୬)ଙ୍କ ମୃତ୍ୟୁ ଘଟିଥିଲା। ଏବେ ଏସ୍‌ସିବିରେ ୧୦ରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଭାଗବତପୁର ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ଅଭିମାନପୁର ଛକ ନିକଟରେ ରଖି ୬୫ ନମ୍ୱର କଟକ-ନରସିଂହପୁର ରାଜପଥକୁ ଅବରୋଧ କରିଛନ୍ତି। ସେହିଭଳି ଉଭୟ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ୨ ପ୍ଲାଟୁନ୍ ପୁଲିସ୍‌ ସହ ୬ ଜଣ ଅଫିସର ଓ ଜଣେ ଆଡିସ୍‌ନାଲ୍‌ ଏସ୍‌ପି ସେଠାରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିବା ସହିତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ସେପଟେ ବଡମ୍ୱା ବିଧାୟକ ଦେବୀ ମିଶ୍ର ଏସ୍‌ସିବିରେ ଗୁରୁତର ରୋଗୀଙ୍କୁ ଭେଟିଛନ୍ତି।

ସୂଚନାରୁ ପ୍ରକାଶ, ଦୀର୍ଘ ଦିନ ଧରି ଭାଗବତପୁର ଓ ବୁଢ଼ାପଙ୍କ ଗାଁ ଲୋକଙ୍କ ଭିତରେ ବିବାଦ ଲାଗି ରହିଥିଲା। ଶାନ୍ତି କମିଟି ମାଧ୍ୟମରେ ବହୁବାର ଏହି ବିବାଦର ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। ଏପରିକି ସରକାରୀ ଜମିକୁ କେହି କବ୍‌ଜାକୁ ନନେବା ପାଇଁ ପୂର୍ବରୁ ଦୁଇ ଗାଁ ଲୋକଙ୍କୁ କୁହାଯାଇଥିଲା। ଯଦି ଅଫିସ୍‌ ପାଇଁ ସରକାରୀ ଜମି ଆବଶ୍ୟକ ପଡ଼େ, ତାହାହେଲେ ସ୍ଥାନୀୟ ତହସିଲଦାରଙ୍କ ସହିତ ଯୋଗଯୋଗ କରିବାକୁ ଦୁଇ ଗାଁ ଲୋକଙ୍କୁ କୁହାଯାଇଥିଲା। ଏହା ସତ୍ତ୍ୱେ ଆଜି ଦୁଇ ଗାଁ ମୁହାଁମୁହିଁ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story