ଟ୍ରେଲର ପଛରେ ପିଟି ହେଲା କଣ୍ଟେନର

ଯାଜପର (ଗୁଲାମ ଗସ): ଯାଜପୁର ଜିଲ୍ଲା ବଡ଼ଚଣା ଥାନା ହାଟକରନ୍ଦା ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଏକ ରଡ୍‌ ବୋଝେଇ ଟ୍ରେଲର ପଛରେ ଏକ କଣ୍ଟେନର ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି କଣ୍ଟେନରର ଡ୍ରାଇଭର ଓ ହେଲ୍‌ପର୍‌। ଉଭୟ ତାମିଲନାଡୁର ଧରମପୁରୀ ଅଞ୍ଚଳର ବୋଲି ଜଣାପଡ଼ିଛି। ଆଜି ଭୋର୍ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। କଣ୍ଟେନରଟି କଟକ ଅଭିମୁଖେ ଯାଉଥିଲା। ବଡ଼ଚଣା […]

accident1

accident1

Jitendra Garnayak
  • Published: Monday, 01 July 2019
  • Updated: 01 July 2019, 09:12 AM IST

Sports

Latest News

ଯାଜପର (ଗୁଲାମ ଗସ): ଯାଜପୁର ଜିଲ୍ଲା ବଡ଼ଚଣା ଥାନା ହାଟକରନ୍ଦା ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଏକ ରଡ୍‌ ବୋଝେଇ ଟ୍ରେଲର ପଛରେ ଏକ କଣ୍ଟେନର ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି।

ମୃତକ ଦ୍ୱୟ ହେଉଛନ୍ତି କଣ୍ଟେନରର ଡ୍ରାଇଭର ଓ ହେଲ୍‌ପର୍‌। ଉଭୟ ତାମିଲନାଡୁର ଧରମପୁରୀ ଅଞ୍ଚଳର ବୋଲି ଜଣାପଡ଼ିଛି।

bus1ଆଜି ଭୋର୍ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। କଣ୍ଟେନରଟି କଟକ ଅଭିମୁଖେ ଯାଉଥିଲା। ବଡ଼ଚଣା ପୁଲିସ୍‌ ଶବ ଦୁଇଟିକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story