ବ୍ରହ୍ମପୁରରେ ସଡ଼କ ଦୁର୍ଘଟଣା, ୨ ମୃତ

Ordigital Desk
  • Published: Sunday, 15 April 2018
  • , Updated: 15 April 2018, 05:00 PM IST
<p>ବ୍ରହ୍ମପୁର (ଓଡ଼ିଶଶ ରିପୋର୍ଟର: ବ୍ରହ୍ମପୁରରେ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ପାଟପୁର ଥାନା ପାଲିପଦ୍ମନାଭପୁରରେ ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି। ମୃତକ ଦ୍ୱୟ ୨ ବାଇକ୍&zwnj;ର ଚାଳକ। ସେମାନଙ୍କ ପରିଚୟ ମିଳିପାରିନାହିଁ।</p>

Related story