ନେପାଳ: ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ , ୨ ଓଡ଼ିଆ ମୃତ

ପିପିଲି(ଓଡ଼ିଶା ରିପୋର୍ଟର):ନେପାଳରେ ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ।  କାଠମାଣ୍ଡୁ ବୁଲିବାକୁ ଯାଇଥିବାବେଳେ ଦୁର୍ଘଟଣାରେ  ପ୍ରାଣ ହରାଇଛନ୍ତି ଦୁଇ ଓଡ଼ିଆ। ମୃତ ଦୁଇ ଓଡ଼ିଆ ହେଲେ ଖୋର୍ଦ୍ଧା ମଳିପଡ଼ା ଅଂଚଳର ଚରଣ ବିଶ୍ୱାଳ ଏବଂ ଖୋର୍ଦ୍ଧା ଅରଗୁଳ ଯମୁନା ଗାଁର ବିଜୟ କୁମାର ଜେନା।  ଅନ୍ୟ ୩ ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ମଧ୍ୟରେ ଦୁଇ ଓଡ଼ିଆ ଅଛନ୍ତି।   ସେମାନେ ହେଲେ ସର୍ବେଶ୍ୱର ଜେନା ଏବଂ ସହଦେବ ଜେନା। ସେମାନଙ୍କୁ ବିରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । […]

vv-1

vv-1

Jitendra Garnayak
  • Published: Tuesday, 11 June 2019
  • Updated: 11 June 2019, 12:47 PM IST

Sports

Latest News

ପିପିଲି(ଓଡ଼ିଶା ରିପୋର୍ଟର):ନେପାଳରେ ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ।  କାଠମାଣ୍ଡୁ ବୁଲିବାକୁ ଯାଇଥିବାବେଳେ ଦୁର୍ଘଟଣାରେ  ପ୍ରାଣ ହରାଇଛନ୍ତି ଦୁଇ ଓଡ଼ିଆ। ମୃତ ଦୁଇ ଓଡ଼ିଆ ହେଲେ ଖୋର୍ଦ୍ଧା ମଳିପଡ଼ା ଅଂଚଳର ଚରଣ ବିଶ୍ୱାଳ ଏବଂ ଖୋର୍ଦ୍ଧା ଅରଗୁଳ ଯମୁନା ଗାଁର ବିଜୟ କୁମାର ଜେନା।  ଅନ୍ୟ ୩ ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ମଧ୍ୟରେ ଦୁଇ ଓଡ଼ିଆ ଅଛନ୍ତି।   ସେମାନେ ହେଲେ ସର୍ବେଶ୍ୱର ଜେନା ଏବଂ ସହଦେବ ଜେନା। ସେମାନଙ୍କୁ ବିରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣାରେ ୨୧ ଜଣ ପର୍ଯ୍ୟଟକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।  ନେପାଳ ବୁଲିବାକୁ ଯାଇଥିବା ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଏକ ବସ୍ ରାଉତପୁରା ଜିଲ୍ଲାର ପଉରାଇ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏହି ବସ୍ ନେପାଳର ମଙ୍ଗଳପୁର ନିକଟରେ ରାସ୍ତାରେ ଛିଡା ହୋଇଥିବାବେଳେ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା।

ଟ୍ରକ ଧକ୍କା ଦେବା ପରେ ବସ୍‌ଟି ଜଙ୍ଗଲର ୨୦ ମିଟର ତଳକୁ ଖସି ପଡିଥିଲା। ସୂଚନା ଅନୁଯାୟୀ ଗତ ୬ ତାରିଖରେ ଡେଲାଙ୍ଗ ଓ ଖୋର୍ଦ୍ଧା ଅଞ୍ଚଳରୁ ୬୦ ଜଣ ନେପାଳ ବୁଲିବାକୁ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story