ଗ୍ୟାସ୍‌ ଏଜେନ୍ସି ଗୋଦାମରେ ଚାଲିଗଲା ମାମୁଁ, ଭଣଜାଙ୍କ ଜୀବନ

କଟକ (ଓଡ଼ିଶା ରିପୋର୍ଟର): କଟକ ସଦର ନାଗବାଲିଠାରେ ଦୁଇ ଜଣଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଏକ ଗ୍ୟାସ ଏଜେନ୍ସି ଗୋଦାମରେ ଶୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି କୁହାଯାଉଛି। ମୃତକମାନେ ହେଲେ ଜିତେନ୍ଦ୍ର ମହାପାତ୍ର ଓ ତାଙ୍କ ଭଣଜା ଶୁଭ୍ରଜିତ। ଜିତେନ୍ଦ୍ର ଷ୍ଟୋର ଇନଚାର୍ଯ୍ୟ ଭାବେ କାମ କରୁଥିଲେ। ସିକ୍ୟୁରିଟି ଗାର୍ଡ ଛୁଟିରେ ଥିବାରୁ ଏଜେନ୍ସି ମାଲିକ ଜିତେନ୍ଦ୍ରଙ୍କୁ ଗୋଦାମ ଜଗିବାକୁ କହିଥିଲେ। ଜିତେନ୍ଦ୍ର ନିଜ ଭଣଜା ସହ ଶୋଇଥିବା ବେଳେ ଏଭଳି ଘଟଣା […]

ctc

Rakesh Mallick
  • Published: Sunday, 31 December 2017
  • , Updated: 31 December 2017, 09:24 PM IST

କଟକ (ଓଡ଼ିଶା ରିପୋର୍ଟର): କଟକ ସଦର ନାଗବାଲିଠାରେ ଦୁଇ ଜଣଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଏକ ଗ୍ୟାସ ଏଜେନ୍ସି ଗୋଦାମରେ ଶୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି କୁହାଯାଉଛି। ମୃତକମାନେ ହେଲେ ଜିତେନ୍ଦ୍ର ମହାପାତ୍ର ଓ ତାଙ୍କ ଭଣଜା ଶୁଭ୍ରଜିତ।

ଜିତେନ୍ଦ୍ର ଷ୍ଟୋର ଇନଚାର୍ଯ୍ୟ ଭାବେ କାମ କରୁଥିଲେ। ସିକ୍ୟୁରିଟି ଗାର୍ଡ ଛୁଟିରେ ଥିବାରୁ ଏଜେନ୍ସି ମାଲିକ ଜିତେନ୍ଦ୍ରଙ୍କୁ ଗୋଦାମ ଜଗିବାକୁ କହିଥିଲେ। ଜିତେନ୍ଦ୍ର ନିଜ ଭଣଜା ସହ ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି।

Related story