ବିଦ୍ୟୁତ୍ ବିଭାଗର ଅନ୍‌ଫିଟ୍ ବୋଲେରୋ ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ବିଦ୍ୟୁତ୍ ବିଭାଗର ଅନ୍‌ଫିଟ୍‌ ବୋଲେରୋ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡ଼ା ଗାଁ ନିକଟରେ। ମୃତକ ଦ୍ୱୟ ହେଲେ ଧନୁର୍ଜୟ ଗୌଡ଼ ଓ ଖଗ ଗୌଡ଼। ସେମାନଙ୍କ ଘର ଉମରକୋଟର ବାସନୀ ଅଞ୍ଚଳରେ ବୋଲି ଡାବୁଗାଁ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା କହିଛନ୍ତି। ସେମାନେ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ସରାଗୁଡ଼ା ନିକଟରେ ବିପରୀତ […]

Accident

Accident

Jitendra Garnayak
  • Published: Saturday, 11 December 2021
  • Updated: 11 December 2021, 07:10 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ବିଦ୍ୟୁତ୍ ବିଭାଗର ଅନ୍‌ଫିଟ୍‌ ବୋଲେରୋ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡ଼ା ଗାଁ ନିକଟରେ।

ମୃତକ ଦ୍ୱୟ ହେଲେ ଧନୁର୍ଜୟ ଗୌଡ଼ ଓ ଖଗ ଗୌଡ଼। ସେମାନଙ୍କ ଘର ଉମରକୋଟର ବାସନୀ ଅଞ୍ଚଳରେ ବୋଲି ଡାବୁଗାଁ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା କହିଛନ୍ତି। ସେମାନେ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ସରାଗୁଡ଼ା ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ବୋଲେରୋ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଧନୁର୍ଜୟ ଓ ଖଗ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ। ଡାବୁଗାଁ ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।

[caption id="attachment_698387" align="aligncenter" width="650"]Bollero ଦୁର୍ଘଟଣା ଘଟାଇଥିବା ବୋଲେରୋ[/caption]

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବୋଲେରୋଟି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ଲାଗିଥିବା ବେଳେ ଏହାର ପରମିଟ୍‌ ୨୯ ସେପ୍ଟେମ୍ବର, ୨୦୧୯ରେ ଶେଷ ହୋଇଯାଇଛି। କିଭଳି ଏକ ପରମିଟ୍‌ ନଥିବା ଗାଡ଼ି ସରକାରୀ କାର୍ଯ୍ୟାଳୟରେ ଲାଗିଥିଲା, ସେ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନବରଙ୍ଗପୁର ଅତିରିକ୍ତ ପରିବହନ ଅଧିକାରୀ ରଞ୍ଜନ ନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story