ବଜ୍ରପାତରେ ଦୁଇ ଯୁବକ ମୃତ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ବଡ଼ଦେଇ ଗାଁରେ ବଜ୍ରପାତରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବିଷମ ନାୟକ ଓ ମହେନ୍ଦ୍ର ଭତ୍ରା। ବିଷମ ବଡ଼ଦେଇ ଗାଁର ହୋଇଥିବା ବେଳେ ମହେନ୍ଦ୍ର ବକଢ଼ାବେଡ଼ା ଗାଁର। ଆଜି ସକାଳେ ବଡ଼ଦେଇ ଗାଁରେ ବର୍ଷା ହୋଇଥିଲା। ବର୍ଷା ଛାଡ଼ି ଯିବା ପରେ ଉଭୟ ଯୁବକ ଜମି ଆଡ଼େ ବୁଲିବାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ […]

lighting

lighting

Jyoshna Pradhan
  • Published: Monday, 17 June 2019
  • Updated: 17 June 2019, 01:28 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ବଡ଼ଦେଇ ଗାଁରେ ବଜ୍ରପାତରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବିଷମ ନାୟକ ଓ ମହେନ୍ଦ୍ର ଭତ୍ରା।

ବିଷମ ବଡ଼ଦେଇ ଗାଁର ହୋଇଥିବା ବେଳେ ମହେନ୍ଦ୍ର ବକଢ଼ାବେଡ଼ା ଗାଁର।

ଆଜି ସକାଳେ ବଡ଼ଦେଇ ଗାଁରେ ବର୍ଷା ହୋଇଥିଲା। ବର୍ଷା ଛାଡ଼ି ଯିବା ପରେ ଉଭୟ ଯୁବକ ଜମି ଆଡ଼େ ବୁଲିବାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story