ମୃତ୍ୟୁ ସହ ହୋଇଗଲା ଭେଟ: ଏମିତି ଝଡ଼ିଗଲା ୨ ଜୀବନ

କେନ୍ଦୁଝର(ପ୍ରଣୟ ପାଣି): ମୃତ୍ୟୁ ସହ ହୋଇଗଲା ଭେଟ। ଚାଲିଗଲା ୨ ଜଣଙ୍କ ଜୀବନ। କେନ୍ଦୁଝର ତୁରୁମୁଙ୍ଗା ଥାନା ଏନଏଚ ୪୯ର ଖିରେଇ ଟାଙ୍ଗିରି ନିକଟରେ ଏକ କଣ୍ଟେନର ଟ୍ରକ ସହ ବାଇକର ମୁହାଁମୁହିଁ ଧକ୍କ। ହୋଇଛି। ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବାଇକରେ ଥିବା ୩ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।  ଅନ୍ୟ ଜଣେ ଗୁରୁତର ଆହାତ ହୋଇ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଓ […]

hb-1

hb-1

Tapas Behera
  • Published: Sunday, 25 October 2020
  • Updated: 25 October 2020, 06:44 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ମୃତ୍ୟୁ ସହ ହୋଇଗଲା ଭେଟ। ଚାଲିଗଲା ୨ ଜଣଙ୍କ ଜୀବନ। କେନ୍ଦୁଝର ତୁରୁମୁଙ୍ଗା ଥାନା ଏନଏଚ ୪୯ର ଖିରେଇ ଟାଙ୍ଗିରି ନିକଟରେ ଏକ କଣ୍ଟେନର ଟ୍ରକ ସହ ବାଇକର ମୁହାଁମୁହିଁ ଧକ୍କ। ହୋଇଛି। ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବାଇକରେ ଥିବା ୩ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।  ଅନ୍ୟ ଜଣେ ଗୁରୁତର ଆହାତ ହୋଇ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଓ ଶବକୁ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ ଅଟକ ରଖିଛି । ପ୍ରାଥମିକ ତଦନ୍ତ ରୁ ମୃତ ବ୍ୟକ୍ତି ବାରିଆ ଥାନା ପାଣପଶି ଗାଁର ବୋଲି ଜଣା ପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story