ସ୍ୱାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଦୁଇ ମଦ୍ୟପଙ୍କ ଉନ୍ମକ୍ତ କାଣ୍ଡ। ଲୁଟ୍‌ ଉଦ୍ଦେଶ୍ୟରେ ଘରେ ପଶିଲେ। ଘରେ କଳାକନା ବୁଲାଇବା ପରେ ସ୍ୱାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ସ୍ୱାମୀ ବିରୋଧ କରିବାରୁ ତାଙ୍କୁ ଭୁଜାଲିରେ ଆକ୍ରମଣ ହୋଇଛି। ଆଜି ନୃଶଂସ ଘଟଣା ବଲାଙ୍ଗିର ସଦର ଥାନା ଅଞ୍ଚଳରେ ଘଟିଛି। ପୂରା ଘଟଣାଟି ଏମିତି। ସଦର ଥାନା କୁଟୁମଡୋଳା ଗାଁର ସୁରେଶ ବରିହା ଓ ଶ୍ୟାମ ଚିନ୍ଦା। ଶୁକ୍ରବାର ମଧ୍ୟାହ୍ନରେ ଉଭୟ ମଦ ନିଶା ଚୁର୍‌ ହୋଇ […]

rape

rape

Manoranjan Sial
  • Published: Friday, 09 April 2021
  • Updated: 15 April 2021, 12:51 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଦୁଇ ମଦ୍ୟପଙ୍କ ଉନ୍ମକ୍ତ କାଣ୍ଡ। ଲୁଟ୍‌ ଉଦ୍ଦେଶ୍ୟରେ ଘରେ ପଶିଲେ। ଘରେ କଳାକନା ବୁଲାଇବା ପରେ ସ୍ୱାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ସ୍ୱାମୀ ବିରୋଧ କରିବାରୁ ତାଙ୍କୁ ଭୁଜାଲିରେ ଆକ୍ରମଣ ହୋଇଛି। ଆଜି ନୃଶଂସ ଘଟଣା ବଲାଙ୍ଗିର ସଦର ଥାନା ଅଞ୍ଚଳରେ ଘଟିଛି।

ପୂରା ଘଟଣାଟି ଏମିତି। ସଦର ଥାନା କୁଟୁମଡୋଳା ଗାଁର ସୁରେଶ ବରିହା ଓ ଶ୍ୟାମ ଚିନ୍ଦା। ଶୁକ୍ରବାର ମଧ୍ୟାହ୍ନରେ ଉଭୟ ମଦ ନିଶା ଚୁର୍‌ ହୋଇ ଲୁଟ୍‌ ଉଦ୍ଦେଶ୍ୟରେ ଜଣଙ୍କ ଘରେ ପଶିଥିଲେ। ସେମାନେ ପ୍ରଥେମ ଘରେ ଥିବା ୧୦ ହଜାର ଟଙ୍କା ଓ ମୋବାଇଲ୍‌ ଲୁଟି ନେଇଥିଲେ। ପରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ସେହି ସମୟରେ ମହିଳାଙ୍କ ସ୍ୱାମୀ ବିରୋଧ କରିଥିଲେ। ତେବେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁଇ ଅଭିଯୁକ୍ତ ତାଙ୍କୁ ଭୁଜାଳିରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ହାତର ଆଙ୍ଗୁଠି କଟି ଯାଇଥିବା ବେଳେ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ସାହି ପଡ଼ିଶା ଜାଣିପାରି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

ଏନେଇ ଅଭିଯୋଗ ହେବା ପରେ ବଲାଙ୍ଗିର ସଦର ଥାନା ପୁଲିସ ମାମଲା ରୁଜୁ କରି ଦୁଇ ମଦ୍ୟପଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ତେବେ ଦୁଇ ଅଭିଯୁକ୍ତଙ୍କ ଭିତରୁ ଜଣେ ସୁରେଶ ବରିହା ନାଁରେ ପୂର୍ବରୁ ଥାନାରେ ଅନେକ ସଂଗୀନ ମାମଲା ରହିଛି। ମଦ ନିଶାରେ ଗାଁ ଲୋକଙ୍କୁ ମାଡ଼ପିଟ୍‌ କରିବା ସୁରେଶର ପୁରୁଣା ଅଭ୍ୟାସ ବୋଲି ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story