‘ସୁନ୍ଦରୀ’କୁ ଜଗିବେ ମହେନ୍ଦ୍ର ଓ ରାଜକୁମାର

ବାରିପଦା (ମାଣିକ ଲାଲ୍ ପାଣି): ଅନୁଗୋଳ ଜିଲ୍ଲା ସାତକୋଶିଆରେ ଥିବା ବାଘୁଣୀ ‘ସୁନ୍ଦରୀ’ ଉପରେ ଦୁଇ ପୋଷା ହାତୀ ନଜର ରଖିବେ। ଏଥିପାଇଁ ଆଜି ବନ ବିଭାଗ ପକ୍ଷରୁ ମୟୁରଭଞ୍ଜର ଶିମିଳିପାଳରୁ ୨ଟି ହାତୀକୁ ସାତକୋଶିଆ ନିଆଯାଇଛି। ଏ ଦୁଇ ହାତୀ ହେଲେ ମହେନ୍ଦ୍ର ଓ ରାଜକୁମାର। ସାତକୋଶିଆକୁ ହାତୀ ନିଆଯିବା ନେଇ ବିବାଦ ଲାଗିଥିଲା। ତେବେ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ସେଠାକୁ ହାତୀ ନିଆଯାଇଛି। ତେବେ ହାତୀ ମହେନ୍ଦ୍ରର ବୟସ ୫୦ରୁ ଅଧିକ […]

tiger

tiger

Jitendra Garnayak
  • Published: Sunday, 27 January 2019
  • Updated: 27 January 2019, 12:41 PM IST

Sports

Latest News

ବାରିପଦା (ମାଣିକ ଲାଲ୍ ପାଣି): ଅନୁଗୋଳ ଜିଲ୍ଲା ସାତକୋଶିଆରେ ଥିବା ବାଘୁଣୀ ‘ସୁନ୍ଦରୀ’ ଉପରେ ଦୁଇ ପୋଷା ହାତୀ ନଜର ରଖିବେ। ଏଥିପାଇଁ ଆଜି ବନ ବିଭାଗ ପକ୍ଷରୁ ମୟୁରଭଞ୍ଜର ଶିମିଳିପାଳରୁ ୨ଟି ହାତୀକୁ ସାତକୋଶିଆ ନିଆଯାଇଛି। ଏ ଦୁଇ ହାତୀ ହେଲେ ମହେନ୍ଦ୍ର ଓ ରାଜକୁମାର।

ସାତକୋଶିଆକୁ ହାତୀ ନିଆଯିବା ନେଇ ବିବାଦ ଲାଗିଥିଲା। ତେବେ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ସେଠାକୁ ହାତୀ ନିଆଯାଇଛି। ତେବେ ହାତୀ ମହେନ୍ଦ୍ରର ବୟସ ୫୦ରୁ ଅଧିକ ହୋଇଥିବା ବେଳେ ତା’ ଆଖିକୁ ସ୍ପଷ୍ଟ ଦେଖା ଯାଉନାହିଁ। ତେଣୁ ସେ କିଭଳି ସୁନ୍ଦରୀ ଉପରେ ନଜର ରଖିବା ତାକୁ ନେଇ ପ୍ରଶ୍ନ ଉଠିଛି। ସେହଭଳି ଅନ୍ୟ ହାତୀ ରାଜକୁମାରକୁ ୧୪ ବର୍ଷ ହୋଇଥିବା ଜଣାପଡ଼ିଛି।

ତେବେ ଏନେଇ ପିସିସିଏଫ୍ ୱାଇଲ୍ଡ ଲାଇଫ୍ ସନ୍ଦୀପ ତ୍ରିପାଠୀ କହିଛନ୍ତି, ସୁନ୍ଦରୀ ସହ ପୋଷା ହାତୀଙ୍କୁ ଲିଙ୍କ୍ କରିବାର କିଛି କାରଣ ନାହିଁ। ସୁନ୍ଦରୀକୁ ଏନ୍‌କ୍ଲୋଜରରୁ ବାହାରକୁ ଛଡ଼ା ଯିବା ନିଷ୍ପତ୍ତି ହୋଇନି। ହାତୀଙ୍କୁ ସାଧାରଣ ସୁରକ୍ଷା ପାଇଁ ସାତକୋଶିଆ ପଠାଯାଇଛି।

ମଣିଷ ଶିକାର ଅଭିଯୋଗ ପରେ ସୁନ୍ଦରୀକୁ ନଭେମ୍ବର ୬ ତାରିଖରୁ ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ାରେ ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story