ଦୁଇ ପରିବାରଙ୍କ ଆକୁଳ ନିବେଦନ, ଆମକୁ ବାସନ୍ଦରୁ ରକ୍ଷା କରନ୍ତୁ...

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବର୍ଷେରୁ ଅଧିକ ସମୟ ଧରି ବାସନ୍ଦ ରହିଛନ୍ତି ଦୁଇଟି ପରିବାର। ଗାଁରେ ସେମାନଙ୍କୁ ନିଆଁ ପାଣି ବାସନ୍ଦ କରାଯାଇଛି। ସେମାନଙ୍କ ସହିତ କେହି କଥା ହେଲେ ଫାଇନ୍‌ର ଭୟ ଥିବାରୁ ପର୍ବ ପାର୍ବାଣୀକୁ କେହି ଡାକୁ ନାହାନ୍ତି। ଯାହାଫଳରେ ଗାଁରେ ବଞ୍ଚିବା କଷ୍ଟକର ହେଉଛି। ଦିନକୁ ଦିନ ବାସନ୍ଦ ଯନ୍ତ୍ରଣା ଅସହ୍ୟ ହେଉଥିବାରୁ ଆଜି ଦୁଇ ପରିବାର ବ୍ରହ୍ମପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଉ ଆକୁଳ ନିବେଦନ କରିଛନ୍ତି, ବାସନ୍ଦରୁ ଆମକୁ ରକ୍ଷା କରନ୍ତୁ। […]

ganjam

ganjam

Manoranjan Sial
  • Published: Friday, 05 March 2021
  • Updated: 05 March 2021, 04:01 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବର୍ଷେରୁ ଅଧିକ ସମୟ ଧରି ବାସନ୍ଦ ରହିଛନ୍ତି ଦୁଇଟି ପରିବାର। ଗାଁରେ ସେମାନଙ୍କୁ ନିଆଁ ପାଣି ବାସନ୍ଦ କରାଯାଇଛି। ସେମାନଙ୍କ ସହିତ କେହି କଥା ହେଲେ ଫାଇନ୍‌ର ଭୟ ଥିବାରୁ ପର୍ବ ପାର୍ବାଣୀକୁ କେହି ଡାକୁ ନାହାନ୍ତି। ଯାହାଫଳରେ ଗାଁରେ ବଞ୍ଚିବା କଷ୍ଟକର ହେଉଛି। ଦିନକୁ ଦିନ ବାସନ୍ଦ ଯନ୍ତ୍ରଣା ଅସହ୍ୟ ହେଉଥିବାରୁ ଆଜି ଦୁଇ ପରିବାର ବ୍ରହ୍ମପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଉ ଆକୁଳ ନିବେଦନ କରିଛନ୍ତି, ବାସନ୍ଦରୁ ଆମକୁ ରକ୍ଷା କରନ୍ତୁ।

୨୦୨୦ରେ ଅଗଷ୍ଟ ମାସରେ ଦାସପୁର ଗାଁର ଜଣଙ୍କ ସହିତ ଡି. ଶ୍ରୀତମ ଓ ତାଙ୍କ ସମ୍ପର୍କୀୟ ପରିବାରର ଗଣ୍ଡଗୋଳ ହୋଇଥିଲା। ଏ ନେଇ ଗାଁ ସଭା ହୋଇଥିଲା। ଗ୍ରାମ୍ୟ ସଭା ନିଷ୍ପତ୍ତି ଅନୁସାରେ ଡି. ଶ୍ରୀତମଙ୍କ ପରିବାରକୁ ୫୫ ହଜାର ଟଙ୍କା ଫାଇନ୍‌ ଦେବାକୁ ହେବ। ହେଲେ ଜରିମାନା ଅର୍ଥ ଦେବାକୁ ଅସମର୍ଥ ପ୍ରକାଶ କରିଥିଲେ ଡି. ଶ୍ରୀତମଙ୍କ ପରିବାର। ପରେ ଏନେଇ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ।

[caption id="attachment_624732" align="aligncenter" width="650"]ganjam ବ୍ରହ୍ମପୁର ଏସ୍‌ପି ଗାଁ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି[/caption]

ପୁଲିସ ଉଭୟ ପକ୍ଷଙ୍କୁ ଡାକି ଆପୋଷ ସମାଧାନ କରିଥିଲା। ଜରିମାନା ଅର୍ଥ ନଦେବାକୁ ଡି. ଶ୍ରୀତମଙ୍କ ପରିବାରକୁ କହିଥିଲା। ଏହାପରେ ଗ୍ରାମ୍ୟ କମିଟି ଦୁଇ ପରିବାରଙ୍କୁ ବାସନ୍ଦ କରିଥିଲା। ଘର ଘର ବୁଲି ଏହି ଦୁଇ ପରିବାର ସହିତ କୌଣସି ସମ୍ପର୍କ ନ ରଖିବାକୁ କଡ଼ା ଚେତାବନୀ ଦେଇଥିଲା ଗ୍ରାମ୍ୟ କମିଟି। ଯାହାଫଳରେ ଏହି ଦୁଇ ପରିବାର ଗାଁରେ ବଞ୍ଚିବା କଷ୍ଟକର ହୋଇଯାଇଲା।

ଆଜି ଦୁଇ ପରିବାର ୧୦ରୁ ଅଧିକ ସଦସ୍ୟ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ ଗୁହାରି କରିଛନ୍ତି। ବିନା କାରଣରେ ଆମକୁ ବାସନ୍ଦ କରାଯାଇଛି ବୋଲି ଡି. ଶ୍ରୀତମ ଓ ତାଙ୍କ ସମ୍ପର୍କୀୟ ପରିବାର କହିଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍‌ପିଙ୍କ ପାଖରେ ଦାବି କରିଛନ୍ତି। ଟିମ୍‌ ପଠାଇ ମାମଲାର ସମାଧାନ କରାଯିବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story