ପାଣି ଭିତରେ ଲୁଚିଥିଲା ଯମ, ସାଥୀରେ ନେଇଗଲା ଦୁଇ ବନ୍ଧୁଙ୍କୁ

ଆଳି (ବନମାଳି ସାହୁ): ଘରେ କେହିନଥିଲେ। ଏହି ସମୟରେ ଦୁଇ ସାଙ୍ଗ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପାଣି ଭିତରେ ଥିଲା ଯମ। ଦୁଇ ସାଙ୍ଗ ଗାଧୋଇବା ବେଳେ ସେମାନଙ୍କୁ ମାଡ଼ି ବସିଲା ଯମ। ଆଜି ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଘଟିଛି। ରାଜନଗର କନ୍ଦୁରିଆ ଗାଁର ଅକ୍ଷୟ ସେଠୀଙ୍କ ଝିଅ ରୁପାରାଣୀ ମାମୁ ଘର ରାଜକନିକା ବ୍ଲକ ଗଜରାଜପୁର ଗାଁରେ ରହି ପାଠ ପଢ଼ୁଥିଲେ। ଏବେ ଗ୍ରୀଷ୍ମ ଅବକାଶ ଛୁଟି ଥିବାରୁ ଆଜି […]

death-4 copy

death-4 copy

Rakesh Mallick
  • Published: Thursday, 31 May 2018
  • Updated: 31 May 2018, 05:09 PM IST

ଆଳି (ବନମାଳି ସାହୁ): ଘରେ କେହିନଥିଲେ। ଏହି ସମୟରେ ଦୁଇ ସାଙ୍ଗ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପାଣି ଭିତରେ ଥିଲା ଯମ। ଦୁଇ ସାଙ୍ଗ ଗାଧୋଇବା ବେଳେ ସେମାନଙ୍କୁ ମାଡ଼ି ବସିଲା ଯମ। ଆଜି ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଘଟିଛି।

ରାଜନଗର କନ୍ଦୁରିଆ ଗାଁର ଅକ୍ଷୟ ସେଠୀଙ୍କ ଝିଅ ରୁପାରାଣୀ ମାମୁ ଘର ରାଜକନିକା ବ୍ଲକ ଗଜରାଜପୁର ଗାଁରେ ରହି ପାଠ ପଢ଼ୁଥିଲେ। ଏବେ ଗ୍ରୀଷ୍ମ ଅବକାଶ ଛୁଟି ଥିବାରୁ ଆଜି ରୁପା ସାଙ୍ଗ ଲିଜାରାଣୀ ମଲ୍ଲିକଙ୍କ ସହିତ ମିଶି ଘର ପଛ ପାର୍ଶ୍ୱ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ଦୁଇ ସାଙ୍ଗ ବୁଡ଼ି ଯାଇଥିଲେ। ଉଭୟଙ୍କ ପରିବାର ଲୋକେ ସେମାନଙ୍କୁ ଚାରିଆଡେ ଖୋଜିଥିଲେ ମଧ୍ୟ ପାଇନଥିଲେ। ପରେ ପୋଖରୀରେ ଖୋଜିବାରୁ ସେମାନଙ୍କ ମୃତଦେହ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story